Wednesday , May 18 2022
Breaking News
Home / ରାଜନୀତି / ପାଟକୁରା କଂଗ୍ରେସ ପକ୍ଷରୁ ପାଲ ବଂଟନ 

ପାଟକୁରା କଂଗ୍ରେସ ପକ୍ଷରୁ ପାଲ ବଂଟନ 

ଗରଦପୁର,୦୮/୦୫/୨୦୨୨( ଓଡ଼ିଶା ସମାଚାର )-  ସମ୍ଭାବ୍ୟ ବାତ୍ୟା ବିପତି ରୁ ସୁଧାର ପାଇଁ ଚାଳ ଛପର ଘରେ ଥିବା ଅସହାୟ ମାନଙ୍କୁ  ପାଟକୁରା କଂଗ୍ରେସ ନେତା ରତିକାନ୍ତ କାନୁନଗୋଙ୍କ ଦ୍ୱାରା ପାଲ ବଂଟନ କରାଯାଇଛି । ପାଟକୁରା ନିର୍ବାଚନ ମଣ୍ଡଳୀର ନଡ଼ିଆବରାଇ, ବଭ୍ଗାଳପୁର,ମେହେନ୍ଦିନଗର, ମଧୁ ଶାସନ ଓ ରାମଚନ୍ଦ୍ରପୁର ପଂଚାୟତର ବିଭିନ୍ନ ଲୋକଙ୍କୁ ପାଲ ବଂଟନ କରାଯାଇଛି । ଏହି ଅବସରରେ ରଂଜନ ପରିଜା, ରମାକାନ୍ତ ସ୍ୱାଇଁ, ନୀରଂଜନ ରାଉତ, ଗୌରାଙ୍ଗ ନାୟକ ପ୍ରମୁଖ ଉପସ୍ଥିତ ରହି  କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।  ଓଡ଼ିଶା ସମାଚାର

About admin

Check Also

ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ବିଜେପି ର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ

ଭୁବନେଶ୍ୱର , ୧୫/୦୫/୨୦୨୨( ଓଡ଼ିଶା ସମାଚାର )- ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ବିଜେପି ୪୦ ଜଣିଆ ଷ୍ଟାର ପ୍ରଚାରକ …

Leave a Reply

Your email address will not be published. Required fields are marked *