Thursday , August 18 2022
Breaking News
Home / ବିଶେଷ / ଏସଟିଏଫ ଟିମ ଦ୍ୱାରା ବାଘ ଛାଲ ଜବତ: ଜଣେ ଗିରଫ

ଏସଟିଏଫ ଟିମ ଦ୍ୱାରା ବାଘ ଛାଲ ଜବତ: ଜଣେ ଗିରଫ

ବାଲିଗୁଡା,୧୦/୦୪/୨୨(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ବନଖଣ୍ଡ ଅଧିନସ୍ଥ ଦାରିଙ୍ଗିବାଡ଼ି ଥାନା ଅନ୍ତର୍ଗତ ଦାବେରୀ ଗାଁ ରାସ୍ତା କଡରୁ ବନ ବିଭାଗ ର ଏସଟିଏଫ ଟିମ କୌଣସି ସୂତ୍ରରୁ ଖବର ପାଇ ବାଘ ଛାଲ ସହ ଘଟଣା ସ୍ଥଳରୁ ଦାରିଙ୍ଗିବାଡ଼ି ଅଞ୍ଚଳର ପ୍ରଦୀପ ନାୟକଙ୍କୁ ଗିରଫ କରିଛି । ତଦନ୍ତ ଅବ୍ୟାହତ ଥିବା ବନ ବିଭାଗ ତରଫରୁ ଜଣା ପଡିଛି । ଓଡ଼ିଶା ସମାଚାର

About admin

Check Also

ବନ୍ୟା ପିଡିତଙ୍କ ପାଖରେ ପ୍ରଥମେ ରିଲିଫ ପହଂଚାଇଲା ଇଫକୋ ପାରାଦୀପ ୟୁନିଟ୍ 

ପାରାଦୀପ ୧୭/୦୮/୨୦୨୨(ଓଡ଼ିଶା ସମାଚାର)- ଲଗାଣ ବର୍ଷା ଓ ପରେ ପରେ ବନ୍ୟା ପରିସ୍ଥିତିର ସାମ୍ନା କରୁଛନ୍ତି ଓଡିଶାର ୧୦ ଜିଲ୍ଲାର …

Leave a Reply

Your email address will not be published.