କଟକ,୦୫/୦୪/୨୦୨୨(ଓଡ଼ିଶା ସମାଚାର) : ଓଡ଼ିଶା ଆର୍ଟ ଆଣ୍ଡ ଲିଟରଚର ଫେଷ୍ଟିଭାଲ – ୨୦୨୨ ପକ୍ଷରୁ ସାହିତ୍ୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ରରେ ଆୟୋଜିତ ଏହି ଉତ୍ସବ ମାନଙ୍କରେ ଓଡ଼ିଶା ଓ ଭାରତର ବିଶିଷ୍ଟ ଲେଖକମାନେ ଯୋଗଦେଇଥିଲେ । ଆଲୋଚନା ଓ ସାକ୍ଷାତକାର ଦ୍ବାରା ଏହି ଉଚ୍ଚବ ବେଶେ ଚିତାକର୍ଷକ ଥିଲା। ଏହି ସାହିତ୍ୟ ଓ କଳା ଉତ୍ସବ ଇଣ୍ଡିଆନ ଅଏଲ ଓ କୋଲ୍ ଇଣ୍ଡିଆ ଦ୍ଵରା ପ୍ରୟୋଜିତ ହୋଇଥିଲା ବୋଲି କର୍ମକର୍ତ୍ତା ଜଣାଇଛନ୍ତି। ଓଡ଼ିଶା ସମାଚାର
