Tuesday , August 9 2022
Breaking News
Home / ବିଶେଷ / ଓଡ଼ିଶା ଆର୍ଟ ଆଣ୍ଡ ଲିଟରଚର ଫେଷ୍ଟିଭାଲ – ୨୦୨୨ ଅନୁଷ୍ଟିତ

ଓଡ଼ିଶା ଆର୍ଟ ଆଣ୍ଡ ଲିଟରଚର ଫେଷ୍ଟିଭାଲ – ୨୦୨୨ ଅନୁଷ୍ଟିତ

କଟକ,୦୫/୦୪/୨୦୨୨(ଓଡ଼ିଶା ସମାଚାର)  : ଓଡ଼ିଶା ଆର୍ଟ ଆଣ୍ଡ ଲିଟରଚର ଫେଷ୍ଟିଭାଲ –  ୨୦୨୨ ପକ୍ଷରୁ ସାହିତ୍ୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ରରେ ଆୟୋଜିତ ଏହି ଉତ୍ସବ ମାନଙ୍କରେ ଓଡ଼ିଶା ଓ ଭାରତର ବିଶିଷ୍ଟ ଲେଖକମାନେ ଯୋଗଦେଇଥିଲେ । ଆଲୋଚନା ଓ ସାକ୍ଷାତକାର ଦ୍ବାରା ଏହି ଉଚ୍ଚବ ବେଶେ ଚିତାକର୍ଷକ ଥିଲା। ଏହି ସାହିତ୍ୟ ଓ କଳା ଉତ୍ସବ ଇଣ୍ଡିଆନ ଅଏଲ ଓ କୋଲ୍ ଇଣ୍ଡିଆ ଦ୍ଵରା ପ୍ରୟୋଜିତ ହୋଇଥିଲା ବୋଲି କର୍ମକର୍ତ୍ତା ଜଣାଇଛନ୍ତି। ଓଡ଼ିଶା ସମାଚାର

About admin

Check Also

କିଏ କେଉଁଠି ପତାକା ଉତୋଳନ କରିବେ

ଭୁବନେଶ୍ୱର,୦୮/୦୮/୨୦୨୨(ଓଡ଼ିଶା ସମାଚାର)- ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ବାଧୀନତା ଦିବସ ରେ ରାଜ୍ୟସ୍ତରୀୟ ପରେଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ …

Leave a Reply

Your email address will not be published.