Tuesday , August 9 2022
Breaking News
Home / ବିଶେଷ / ରାଇରଙ୍ଗପୁର ଓକିଲ ସଂଘ ର ନିର୍ବାଚନ

ରାଇରଙ୍ଗପୁର ଓକିଲ ସଂଘ ର ନିର୍ବାଚନ

ରାଇରଙ୍ଗପୁର,୦୨/୦୪/୨୦୨୨( ଓଡ଼ିଶା ସମାଚାର/ଶ୍ୟାମଳେନ୍ଦୁ ପରିଡ଼ା )- ରାଇରଙ୍ଗପୁର ଓକିଲ ସଂଘ ର ନିର୍ବାଚନ ଆୟୋଜିତ ହୋଇଯାଇଛି । ଏଥିରେ ସଭାପତି ଭାବେ ଅକ୍ଷୟ କୁମାର ମହାନ୍ତି, ଉପସଭାପତି ରୂପେ ମାନଗୋବିନ୍ଦ ମହାନ୍ତ, ସମ୍ପାଦକ ହରିଚରଣ ସାହୁ, ସହ ସମ୍ପାଦକ କିଶୋର ଚନ୍ଦ୍ର ମହାନ୍ତ, ଯୁଗ୍ମ ସମ୍ପାଦକ ହରେକୃଷ୍ଣ ମହାକୁଡ,ସହସମ୍ପାଦକ ଲାଇବ୍ରେରୀ ବିନୟ ଭୂଷଣ ମହାନ୍ତି,କୋଷାଧ୍ୟକ୍ଷ ଶିଶୁପଦ ମହାନ୍ତ ଜୟଯୁକ୍ତ ହୋଇଛନ୍ତି । କାର୍ୟ୍ୟକାରୀ କମିଟିକୁ ୧୦ ଜଣ ସଦସ୍ୟ ସଦସ୍ୟା ଅପ୍ରତିଦ୍ବନ୍ଦୀ ଭାବେ ଯଥା ଅରୁଣ ବାରିକ, ବୈଜୟନ୍ତୀ ଦଳେଇ, ଚନ୍ଦ୍ରଦୀପ କୁମାର ସାହୁ, ଦେବ କୁମାର ଦାସ, ଦୁଷ୍ମନ୍ତ କୁମାର ବସା,ନନ୍ଦରାଣୀ ହେମ୍ବ୍ରମ, ନିବେଦିତା ଗିରି, ରବୀନ୍ଦ୍ର କୁମାର ପଟ୍ଟନାୟକ, ରଜନୀକାନ୍ତ ବେହେରା ଓ ସୋମନାଥ ମିଶ୍ର ମନୋନୀତ ହୋଇଛନ୍ତି ଓ ନିର୍ବାଚନକୁ ପରିଚାଳନା କରିଥିଲେ ବରିଷ୍ଠ ଆଇନଜୀବୀ ସୁବ୍ରତ ପ୍ରସନ୍ନ ଦାସ, କିଶୋର ମଣ୍ଡଳ, ପ୍ରଦୀପ କୁମାର ସାହୁ, ପ୍ରକାଶ ଚନ୍ଦ୍ର ଗୋପାଲ, ବିକାଶ ଚନ୍ଦ୍ର ମହାନ୍ତ, ଲକ୍ଷ୍ମୀ ମହାନ୍ତି,ନିୟତି ମହାନ୍ତି ଓ ସସ୍ମିତା ଦତ୍ତ ପ୍ରମୁଖ । ଓଡ଼ିଶା ସମାଚାର

About admin

Check Also

କିଏ କେଉଁଠି ପତାକା ଉତୋଳନ କରିବେ

ଭୁବନେଶ୍ୱର,୦୮/୦୮/୨୦୨୨(ଓଡ଼ିଶା ସମାଚାର)- ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ବାଧୀନତା ଦିବସ ରେ ରାଜ୍ୟସ୍ତରୀୟ ପରେଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ …

Leave a Reply

Your email address will not be published.