Saturday , August 13 2022
Breaking News
Home / ବିଶେଷ / ସାମ୍ବାଦିକଙ୍କୁ ଲୋକସେବା ଭବନ ଯିବାକୁ ଅନୁମତି ଦିଆଯାଉ

ସାମ୍ବାଦିକଙ୍କୁ ଲୋକସେବା ଭବନ ଯିବାକୁ ଅନୁମତି ଦିଆଯାଉ

ଭୁବନେଶ୍ୱର, ୩୧/୦୩/୨୦୨୨( ଓଡ଼ିଶା ସମାଚାର )- ସାମ୍ବାଦିକମାନଙ୍କୁ ଲୋକସେବା ଭବନ ଓ ବିଧାନସଭା ପ୍ରେସ ଗ୍ୟାଲେରୀ ଯିବାକୁ ଅନୁମତି ଦେବାକୁ ସାମ୍ବାଦିକ ମିଳିତ ମଂଚ ପକ୍ଷରୁ ଦାବି କରାଯାଇଛି । ମଂଚର ଆବାହକ ଲିଙ୍ଗରାଜ ସାହୁ ଏନେଇ ଟ୍ୟୁଟ୍ କରି ମୁଖ୍ୟମନ୍ତ୍ରୀ ଅନ୍ୟ ବିଭାଗୀୟ ଅଧିକାରୀଙ୍କୁ ଦାବି ଜଣାଇଛନ୍ତି । ଶ୍ରୀ ସାହୁ କହିଛନ୍ତି ଯେ, କରୋନା ସମୟରେ ସାମ୍ବାଦିକମାନଙ୍କୁ ଲୋକ ସେବା ଭବନ ଓ ବିଧାନ ସଭା ପ୍ରେସ ଗ୍ୟାଲେରୀ ବାରଣ କରାଯାଇଥିଲା । ଏବେ ସ୍ଥିତି ସ୍ୱାଭାବିକ ହେଲାଣି । କରୋନା ଯିବା ସହ ରାଜନୈତିକ କାର୍ଯ୍ୟକ୍ରମ ହେଉଛି । ଏଣୁ ସାମ୍ବାଦିକମାନଙ୍କୁ ଲୋକସେବା ଭବନ ଓ ବିଧାନସଭା ପ୍ରେସ ଗ୍ୟାଲେରୀ ଯିବାକୁ ଅନୁମତି ମିଳୁ । ଓଡ଼ିଶା ସମାଚାର

About admin

Check Also

ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ମୟୁରଭଞ୍ଜ / ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ସେଠାରେ …

Leave a Reply

Your email address will not be published.