Tuesday , August 9 2022
Breaking News
Home / ତାଜା ଖବର / ବଲାଙ୍ଗୀର ଜିଲାରେ ଡବଲ ମର୍ଡର , ଘର ଭିତରୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଶାଶୁ ଓ ବୋହୁଙ୍କ ମୃତ ଦେହ ଉଦ୍ଧାର

ବଲାଙ୍ଗୀର ଜିଲାରେ ଡବଲ ମର୍ଡର , ଘର ଭିତରୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଶାଶୁ ଓ ବୋହୁଙ୍କ ମୃତ ଦେହ ଉଦ୍ଧାର

ବଲାଙ୍ଗୀର, ୩୧/୦୩/୨୦୨୨( ଓଡ଼ିଶା ସମାଚାର )- ବଲାଙ୍ଗୀର ଜିଲା ତୁଷୁରା ଥାନା ଅନ୍ତର୍ଗତ ନୂଆପଡ଼ା ଗାଁରେ ଏକ ଡବଲ ମର୍ଡର ଘଟଣା ଘଟିଛି ।ଶାଶୁ ଓ ବୋହୂଙ୍କୁ କୌଣସି ଧାରଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଥିବା ଅଭିଯୋଗ । ଘର ଭିତରୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଶାଶୁ ଓ ବୋହୁଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ମୃତକ ହେଉଛନ୍ତି ଅମ୍ବିକା ମେହେର ଏବଂ ପ୍ରେମଶିଳା ମେହେର । ତୁଷରା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ କିଏ ଓ କାହିଁକି ହତ୍ୟା କରିଛି ସେନେଇ କିଛି ସ୍ପଷ୍ଟ ସୂଚନା ଏ ପର୍ଯ୍ୟନ୍ତ ମିଳିପାରିନାହିଁ । ଓଡ଼ିଶା ସମାଚାର

About admin

Check Also

ଶ୍ରମିକ ଙ୍କୁ ନେଇ ଯାଉଥିବା ପିକଅପ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ, ୪୦ ଆହତ

ଧର୍ମଗଡ଼ ,୦୫/୦୮/୨୦୨୨(ଓଡ଼ିଶା ସମାଚାର /ରାକେଶ ବେମାଲ ) – କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବିଜୁ ଏକ୍ସପ୍ରେସ ୱେ ନିକଟ ରେ …

Leave a Reply

Your email address will not be published.