Thursday , June 30 2022
Breaking News
Home / ସ୍ୱାସ୍ଥ୍ୟ / ବାଲୁଙ୍କେଶ୍ୱର ନୋଡାଲ ବିଦ୍ୟାଳୟ ଦେଉଳିରେ କୋଭିଡ୍ ଟୀକାଦାନ

ବାଲୁଙ୍କେଶ୍ୱର ନୋଡାଲ ବିଦ୍ୟାଳୟ ଦେଉଳିରେ କୋଭିଡ୍ ଟୀକାଦାନ

କଟକ, ୨୫/୦୩/୨୦୨୨ (ଓଡିଶା ସମାଚାର )- କଟକ ସଦର  ୪୨ ମୌଜା ଉପକଣ୍ଠ ବାଲୁଙ୍କେଶ୍ୱର ନୋଡାଲ ବିଦ୍ୟାଳୟରେ ୧୨ ରୁ ୧୪ ବର୍ଷ ଛାତ୍ରଛାତ୍ରୀ ମାନଙ୍କୁ କରୋନା ଟୀକା ବେଣ୍ଟକାର ସ୍ବାସ୍ଥ୍ୟକେନ୍ଦ୍ରର ଭାସ୍କିନେଟର ଶୁଭଶ୍ରୀ ସ୍ବାଇଁ,ଡିଇଓ ସୋନାଲି ସେନାପତି ଦ୍ବାରା ୧୨୭ ଜଣକୁ ଟିକା ପ୍ରଦାନ ସହ ଦ୍ୱିତୀୟ ଡୋଜ ପାଇଁ ପଞ୍ଜିକୃତ ଥିବା ପିଲା ମାନଙ୍କୁ ମଧ୍ୟ ଟୀକା   ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକର୍ମରେ ପ୍ରଧାନ ଶିକ୍ଷୟିତ୍ରୀ ସୁଲୋଚନା ଦାଶଙ୍କ ପରାମର୍ଶ କ୍ରମେ ଶିକ୍ଷୟତ୍ରୀ ରୂପାଲି ରୁପଜିତା,ଶର୍ମିଷ୍ଠା ମହାନ୍ତି ପ୍ରମୁଖ ପରିଚାଳନା କରିବା ସହ ସ୍କୋଉଟ୍ ଓ ଗାଇଡ ପିଲାମାନେ ସହାୟତା ପ୍ରଦାନ କରିଥିଲେ । କିଛି ଛାତ୍ରଛାତ୍ରୀ ମାନଙ୍କ ଅଭିଭାବକ ମାନେ ଏହି କାର୍ଯ୍ୟକ୍ରମ ଦ୍ଵାରା ଉପକୃତ ହୋଇଥିଲେ । ଓଡିଶା ସମାଚାର

About admin

Check Also

୯ଜଣ ଶିଶୁ ଙ୍କ ସମେତ ୬୯ ଜଣ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର ୨୭/୬/୨୦୨୨(ଓଡ଼ିଶା ସମାଚାର)- ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । …

Leave a Reply

Your email address will not be published. Required fields are marked *