Saturday , August 13 2022
Breaking News
Home / ନିର୍ବାଚନ / ସାଲେପୁର ଓ ମାହାଙ୍ଗାରେ ଉପାଧ୍ୟକ୍ଷ ନିର୍ବାଚନ

ସାଲେପୁର ଓ ମାହାଙ୍ଗାରେ ଉପାଧ୍ୟକ୍ଷ ନିର୍ବାଚନ

 ସାଲେପୁର /ମାହାଙ୍ଗା , ୨୩/୦୩/୨୦୨୨ (ଓଡିଶା ସମାଚାର /ଅଭୟ ଜେନା ) – ସାଲେପୁର ରେ ଉପାଧ୍ୟକ୍ଷ ଭାବେ   ନିର୍ଦ୍ବନ୍ଦ୍ଵରେ ନିର୍ବାଚିତ ହେଲେ ପୁଷ୍ପାଞ୍ଜଳି ବିଶ୍ୱାଳ ।

ପୁଷ୍ପାଞ୍ଜଳି ବିଶ୍ୱାଳ

ସେ ହେଉଛନ୍ତି  ତ୍ରିଲୋଚନ ପୁର ପଞ୍ଚାୟତ ର ସମିତି ସଭ୍ୟା  ।  ଏଠାରେ ପ୍ରତିଦ୍ବନ୍ଦିତା ପାଇଁ କେହି ପ୍ରାର୍ଥୀ ପତ୍ର ଦାଖଲ କରିନଥିଲେ  ।  ଶ୍ରୀମତୀ ବିଶ୍ୱାଳ ନିର୍ବାଚିତ ହୋଇଥିବାରୁ ଜିଲ୍ଲା ବିଜେଡି ଉପସଭାପତି ଚିତ୍ତରଞ୍ଜନ ମହାନ୍ତି ଅଭିନନ୍ଦନ ଜଣାଇଛନ୍ତି  ।

ସତ୍ୟନାରାୟଣ ମହାନ୍ତି

ସେହିପରି ମାହାଙ୍ଗା ପଂଚାୟତ ସମିତି ଉପାଧ୍ୟକ୍ଷ ଭାବେ  ସତ୍ୟନାରାୟଣ ମହାନ୍ତି ନିର୍ବାଚିତ ହୋଇଛନ୍ତି  ।  ଓଡ଼ିଶା ସମାଚାର

About admin

Check Also

ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ମୟୁରଭଞ୍ଜ / ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ସେଠାରେ …

Leave a Reply

Your email address will not be published.