Wednesday , September 28 2022
Breaking News
Home / ତାଜା ଖବର / ତମାଣ୍ଡୋ ଥାନା ଅଞ୍ଚଳରେ ଗୁଳିକାଣ୍ଡ

ତମାଣ୍ଡୋ ଥାନା ଅଞ୍ଚଳରେ ଗୁଳିକାଣ୍ଡ

ଭୁବନେଶ୍ୱର,୨୦/୦୩/୨୦୨୨ (ଓଡ଼ିଶା ସମାଚାର)- ରାଜଧାନୀ ଭୁବନେଶ୍ୱର ଉପକଂଠ ତମାଣ୍ଡୋ ଥାନା ଅଞ୍ଚଳରେ ଗୁଳିକାଣ୍ଡ ଘଟିଥିବା ସୂଚନା ମିଳିଛି । ଏକ ଗ୍ୟାରେଜ୍ ନିକଟରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିବା ସହିତ ଗୁଳି ଫୁଟିଛି। ଏଥିରେ ଦୁଇଜଣ ଆହତ ହୋଇଥିବା ସୂଚନା ମିଳିଛି । ତମାଣ୍ଡୋ ଥାନା ପୋଲିସ୍ ୫ ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଛି । ଓଡ଼ିଶା ସମାଚାର

Leave a Reply

Your email address will not be published.