Tuesday , August 9 2022
Breaking News
Home / ବିଶେଷ / ଜୁନାଗଡ଼ ପୋଲିସ ପଞ୍ଝାରେ ବାଇକ ଚୋରି ଗ୍ୟାଙ୍ଗ ତିନି ଗିରଫ

ଜୁନାଗଡ଼ ପୋଲିସ ପଞ୍ଝାରେ ବାଇକ ଚୋରି ଗ୍ୟାଙ୍ଗ ତିନି ଗିରଫ

ଜୁନାଗଡ଼ , ୨୧/୦୩/୨୦୨୨( ଓଡ଼ିଶା ସମାଚାର ରାକେଶ ବେମାଲ ) – କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ପୋଲିସ ଏକ ବାଇକ ଚୋରି ଗ୍ୟାଙ୍ଗର ପର୍ଦାଫାଶ କରିଛି । ବାଇକ ଚୋରଙ୍କଠାରୁ ୬ଟି ମୋଟରସାଇକେଲ ଜବତ କରିବା ସହ ଏଥିରେ ସମ୍ପୃକ୍ତ ୩ଜଣଙ୍କୁ ପୋଲିସ ଗିରଫ କରି କୋଟ ଚାଲାଣ  କରିଛି  । ଅଭିଯୁକ୍ତମାନେ ହେଲେ ଗୋଲାମୁଣ୍ଡା ଥାନ ଚିଚିଆ ଗ୍ରାମର ମାନସ ରଞ୍ଜନ ସୋରଫ, ବୈଜଳପୁର ଗ୍ରାମର ଦେବେନ୍ଦ୍ର ସାହୁ ଓ କୋକସରାଥାନା ଚାହାରବାହାଳ ଗ୍ରାମର ରଜନୀ ଗହୀର ।  ଏନେଇ ଜୁନାଗଡ଼ ଥାନରେ କେଶ ନମ୍ବର ୧୨୯/୨୨ ଏକ ମାମଲା ରୁଜୁ କରି କୋଟଚାଲାଣ କରିଥିବା ଜୁନାଗଡ଼ ଥାନ ଅଧିକାରୀ ଉତ୍ତମ କୁମାର ସାହୁ କହିଛନ୍ତି  । ଓଡ଼ିଶା ସମାଚାର

About admin

Check Also

ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅବ୍ୟବସ୍ଥା ମଧ୍ୟରେ କିଶନନଗର ତହସିଲରେ ଜନଶୁଣାଣୀ

କଟକ ସଦର, ୦୮/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ତହସିଲରେ ଆଜି (ସୋମବାର ) ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ଥିବା …

Leave a Reply

Your email address will not be published.