Tuesday , August 16 2022
Breaking News
Home / ତାଜା ଖବର / ନବ ନିର୍ବାଚିତ ସରପଞ୍ଚ ଙ୍କ  ଘର ସାମ୍ନାରେ ବୋମାମାଡ ଅଭିଯୋଗ

ନବ ନିର୍ବାଚିତ ସରପଞ୍ଚ ଙ୍କ  ଘର ସାମ୍ନାରେ ବୋମାମାଡ ଅଭିଯୋଗ

ନିଆଳି, ୨୦/୦୩/୨୦୨୨( ଓଡ଼ିଶା ସମାଚାର )- କଟକ ଜିଲ୍ଲା ଗୋବିନ୍ଦପୁର ଥାନା ଅଧିନ ବ୍ରାହ୍ମଣବାଟି ପଞ୍ଚାୟତ ର ନବ ନିର୍ବାଚିତ ସରପଞ୍ଚ  ସଞ୍ଜୟ କୁମାର ରାଉତରାୟଙ୍କ  ଘର ସାମ୍ନାରେ ବୋମାମାଡ ହୋଇଛି। ପୂର୍ବରୁ ମଧ୍ୟ କିଛି ଦୁର୍ବୃତ୍ତ ପଞ୍ଚାୟତ ଅଫିସରେ ଭଙ୍ଗାରୁଜା କରିଥିଲେ । ଏ ନେଇ ସରପଞ୍ଚଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା। ପୋଲିସର ନିସ୍କ୍ରିୟତା ପାଇଁ ପୁଣି ବୋମାମାଡ ହୋଇଥିବା ଅଭିଯୋଗ ହୋଇଛି।  ଖବର ପାଇ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି । ଓଡ଼ିଶା ସମାଚାର

About admin

Check Also

ହୀରାକୁଦ ଜଳ ଭଣ୍ଡାର ର ୩୦ ଟି ଗେଟ୍ ଖୋଲା

ସମ୍ବଲପୁର,୧୩/୦୮/୨୦୨୨(ଓଡ଼ିଶା ସମାଚାର)- ହୀରାକୁଦ ଜଳ ଭଣ୍ଡାରର ଆଉ ୨ ଟି ଗେଟ ଖୋଲିଲା । ମୋଟ ୩୦ ଟି ଗେଟ୍ …

Leave a Reply

Your email address will not be published.