Tuesday , August 16 2022
Breaking News
Home / ତାଜା ଖବର / ବାଇକ୍ ଦୁର୍ଘଟଣାରେ ଯୁବକ ମୃତ

ବାଇକ୍ ଦୁର୍ଘଟଣାରେ ଯୁବକ ମୃତ

ଜୁନାଗଡ଼, ୧୬/୦୩/୨୦୨୨( ଓଡ଼ିଶା ସମାଚାର /ରାକେଶ ବେମାଲ ) – ଜୁନାଗଡ ସହର କଲମପୁର୍ ରାସ୍ତା ଇଣ୍ଡିଆନ୍ ଅୟେଲ ପେଟ୍ରୋଲ୍ ପମ୍ପ ନିକଟରେ ବାଇକ୍ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି  । ପ୍ରକାଶ ଯେ ଜୁନାଗଡ ତlଲବନ୍ଧ ପଡା ର ଜୟ ଶଙ୍କର ପୁଝାରୀ (୪୩) ନିଜ ଦୋକାନ ରୁ ଘରକୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ବାଇକ୍ ରୁ ପଡି ଗୁରୁତର ହୋଇ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ସୂଚନା ପାଇ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ଜୁନାଗଡ ପୁଲିସ କୁ ଖବର ଦେବା ପରେ ପୁଲିସ ପହଂଚି ଶବକୁ ଜବତ କରିଥିଲା । ଏ ସଂକ୍ରାନ୍ତରେ ସ୍ତାନୀୟ ଥାନା ରେ ଏକ ମାମଲା ରୁଜୁ କରାଯାଇଛି ଏବ୍ଂ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ଉତ୍ତମ୍ ସାହୁ ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ହୀରାକୁଦ ଜଳ ଭଣ୍ଡାର ର ୩୦ ଟି ଗେଟ୍ ଖୋଲା

ସମ୍ବଲପୁର,୧୩/୦୮/୨୦୨୨(ଓଡ଼ିଶା ସମାଚାର)- ହୀରାକୁଦ ଜଳ ଭଣ୍ଡାରର ଆଉ ୨ ଟି ଗେଟ ଖୋଲିଲା । ମୋଟ ୩୦ ଟି ଗେଟ୍ …

Leave a Reply

Your email address will not be published.