କଟକ,୧୫/୦୩/୨୦୨୨(ଓଡ଼ିଶା ସମାଚାର)- କଟକ ସଦର ଚତୁର୍ଦ୍ଦଶ ସଙ୍କୀର୍ତ୍ତନ ମଣ୍ଡଳୀ ଆନୁକୁଲ୍ୟରେ ଅନୁଷ୍ଠିତ ହେଉଅଛି ଦୋଳ ମହୋତ୍ସବ। ଏହି ପରିପ୍ରେକ୍ଷୀରେ ବହଳପଡା ଠାରେ ଅନୁଷ୍ଠିତ ଦ୍ଵାଦଶୀ ମେଲଣ ୪୨ମୌଜା ଥାନା ଅଧିକାରଙ୍କ ତତ୍ବାବଧାନରେ ଶାନ୍ତି ଶୃଙ୍ଖଳା ସହ ଅନୁଷ୍ଠିତ ହୋଇଯାଇଛି । ଏହି ମେଲଣରେ ଚତୁର୍ଦ୍ଦଶ ସଙ୍କୀର୍ତ୍ତନ ମଣ୍ଡଳୀର ସର୍ବାଧିକାରୀ ସୁବାସ ଚନ୍ଦ୍ର ଦେବତା,ସର୍ବ ମହନ୍ତ ସୁରେନ୍ଦ୍ର ନାଥ ପଣ୍ଡା, ସମ୍ପାଦକ ନନ୍ଦ କିଶୋର ଜେନା,ଚନ୍ଦ୍ରମଣି ଦେବତା,ନିରଞ୍ଜନ ପଣ୍ଡା,ରବୀନ୍ଦ୍ରନାଥ ସେନାପତି, ହୃଷୀକେଶ ରାଉତ,କୃତିବାସ ଜେନା,ଗଜେନ୍ଦ୍ର ନାଥ ସ୍ୱାଇଁ,ରାଜ କିଶୋର ଜେନା,ସୁଶାନ୍ତ ତ୍ରିପାଠୀ, ବଦ୍ରି ନାରାୟଣ ଲେଙ୍କା,ନିମାଇଁ ଲେଙ୍କା,ଅଶୋକ କୁମାର ବିଶ୍ଵାଳ, ବିନୋଦ ବେହେରା,କୃଷ୍ଣ ଚନ୍ଦ୍ର ଦାଶ, କିଶୋର ଚନ୍ଦ୍ର ନନ୍ଦ,ମାନସ କୁମାର ସ୍ବାଇଁ, ଗୋପୀନାଥ ମହାପାତ୍ର, ଅଦୈତ ପ୍ରସାଦ ରାଉତ,ଅଜୟ ଦଳାଇ, ସୂର୍ଯ୍ୟମଣି ଦାସ,ଶଙ୍କର୍ଷଣ ଲେଙ୍କା,ରଞ୍ଜନ ଦଳାଇ,ହୃଦାନନ୍ଦ ବିଶ୍ଵାଳ,ଦେବେନ୍ଦ୍ର ସେନାପତି, ଗଙ୍ଗାଧର ଦଳାଇ,ଧୁଳେଶ୍ୱର ସ୍ୱାଇଁ, ଧରଣୀଧର ସ୍ୱାଇଁ, ରସାନନ୍ଦ ଲେଙ୍କା, ବାଉରୀବନ୍ଧୁ ସ୍ୱାଇଁ, ପ୍ରମୋଦ ରାଉତ, ଦିଲୀପ କୁମାର ଦୀକ୍ଷିତ, କବିନ୍ଦ୍ର ଜେନା, ଭଜ କୃଷ୍ଣ ଲେଙ୍କା,ବୁଲେଇ ବେହେରା, ଗଗନ ବିହାରୀ ସ୍ୱାଇଁ, ବିଜୟ କୁମାର ସାହୁ, ବୈଷ୍ଠମ୍ବ ବେହେରା, ଧୀରେନ୍ଦ୍ର ବେହେରା, ପ୍ରତାପ ଜେନା, ବିଶ୍ଵନାଥ ସାହୁ, ଧୂଶାସନ ସ୍ୱାଇଁ, ବଳରାମ ଦଳାଇ, ଅଶୋକ କୁମାର ଜେନା, ଭିକାରୀ ଜେନା, ଜଚିନ୍ଦ୍ର ସ୍ୱାଇଁ, ଗୌରାଙ୍ଗ ବେହେରା ଓ ସମୀର ଦଳାଇ ପ୍ରମୁଖ ଉପସ୍ଥିତ ଥିଲେ। ଓଡ଼ିଶା ସମାଚାର
