Tuesday , August 9 2022
Breaking News
Home / ରାଜନୀତି / କଟକ ସିଟି ବିଜୁ ଯୁବ ଜନତା ଦଳ ସଭାପତି ମନଜିତ୍ ଦାସ ବିଜୁ ଯୁବ ଜନତା ଦଳରୁ ନିଲମ୍ବିତ

କଟକ ସିଟି ବିଜୁ ଯୁବ ଜନତା ଦଳ ସଭାପତି ମନଜିତ୍ ଦାସ ବିଜୁ ଯୁବ ଜନତା ଦଳରୁ ନିଲମ୍ବିତ

କଟକ, ୧୪/୦୩/୨୦୨୨( ଓଡ଼ିଶା ସମାଚାର )- ବିଜୁ ଯୁବ ଜନତା କଟକ ସିଟି ସଭାପତି ମନଜିତ୍ ଦାସ ଙ୍କୁ ଆଜି ବିଜୁ ଯୁବ ଜନତା ଦଳରୁ ନିଲମ୍ବିତ କରାଯାଇଛି । ଚାନ୍ଦବାଲି ବିଧାୟକ ତଥା ରାଜ୍ୟ ବିଜୁ ଯୁବ ଜନତା ଦଳ ସଭାପତି ବ୍ୟୋମକେଶ ରାୟ ଶ୍ରୀ ଦାସ ଙ୍କୁ ଦଳ ବିରୋଧୀ କାର୍ଯ୍ୟପାଇଁ ଦଳରୁ ନିଲମ୍ବିତ କରିଥିବା ସୂଚନା ମିଳିଛି । ଓଡ଼ିଶା ସମାଚାର

About admin

Check Also

ମୁଖ୍ୟମନ୍ତ୍ରୀ ଙ୍କୁ ସ୍ୱଗତ ଜଣାଇବା ପାଇଁ ବିଜୁ ଜନତା ଦଳର ପ୍ରସ୍ତୁତି ବୈଠକ

Leave a Reply

Your email address will not be published.