Tuesday , August 16 2022
Breaking News
Home / ବିଶେଷ / ନବ ନିର୍ବାଚିତ ସରପଞ୍ଚ ଙ୍କ ଶପଥପାଠ

ନବ ନିର୍ବାଚିତ ସରପଞ୍ଚ ଙ୍କ ଶପଥପାଠ

ଜୁନାଗଡ଼, ୧୧/୦୩/୨୦୨୨( ଓଡ଼ିଶା ସମାଚାର /ରାକେଶ ବେମାଲ ) : ଜୁନାଗଡ଼ ବ୍ଲକ ରେ ତ୍ରି ସ୍ତରୀୟ ପଞ୍ଚାୟତ ରେ ନବ ନିର୍ବାଚିତ ଭଇଁରିଗୁଡା ସରପଞ୍ଚ ଅଫିସ କାର୍ୟ୍ୟ ରେ ଯୋଗ ଦେଇ ଶପଥ ପାଠ କରିଥିବା ସୂଚନା ମିଳିଛି । ଭଇଁରିଗୁଡା ଗ୍ରାମ ପଞ୍ଚାୟତ ରେ ନବ ନିର୍ବାଚିତ ସରପଞ୍ଚ ବୀଣା ପାଣି କନ୍ଦପାନ ପଂଚାୟତ କାର୍ୟ୍ୟାଳୟ କୁ ଆସି ନୂତନ ଭାବେ ଅଫିସ କାର୍ୟ୍ୟ ରେ ଯୋଗଦାନ କରି ନିଜର କାର୍ୟ୍ୟ ଆରମ୍ଭ କରିଥିଲେ । ଏହି କାର୍ୟ୍ୟକ୍ରମ ରେ ପୂର୍ବତନ ସରପଞ୍ଚ ପଞ୍ଚାନନ ପାତ୍ର ନୂତନ ସରପଞ୍ଚ ଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ । ଏଥିରେ ପଂଚାୟତ କାର୍ୟ୍ୟ ନିର୍ବାହୀ ଅଧିକାରୀ ପରମେଶ୍ବର ନାଏକ, ଗ୍ରାମ ରୋଜଗାର ସେବକ ଦିବଲ ଚଲାନା, ସମାନସେବୀ ପୂର୍ଣ୍ଣ ଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସ୍ବାଧୀନତା ର ଅମୃତମହୋତ୍ସବ ଓ ସ୍ୱାଧୀନତା ଦିବସ  ପାଳିତ

ନିଶ୍ଚିନ୍ତକୋଇଲି , ୧୫/୦୮/୨୦୨୨(ଓଡିଶା ସମାଚାର/ ଅଭୟ ଜେନା )- ଜନାର୍ଦ୍ଦନ ପୁର ଚିତ୍ରୋତ୍ପଳା ସରକାରୀ ଉଚ୍ଚବିଦ୍ୟାଳୟ ପ୍ରାଙ୍ଗଣ ରେ ୭୬ …

Leave a Reply

Your email address will not be published.