କଟକ,୧୧/୦୩/୨୦୨୨( ଓଡ଼ିଶା ସମାଚାର/ଦେବାଶିଷ ରଥ)-ଛତ୍ର ବଜ଼ାର ପୋଲ ଭୁଶୁଡିବା ଦୁର୍ଘଟଣାରେ ଦୁଇ ମୃତ ଶ୍ରମିକ ଅର୍ଜୁନ ଦେହୁରୀ ଓ କୀର୍ତନ ଦେହୁରୀ ଉଭୟଙ୍କ ପରିବାରର ନିକଟତମ ସମ୍ପର୍କୀୟଙ୍କୁ ଆଜି ଜିଲ୍ଲାପାଳ ଶ୍ରୀ ଭବାନୀ ଶଙ୍କର ଚୟନୀ ଜିଲ୍ଲା ରେଡ଼କ୍ରୋସ ପାଣ୍ଠି ରୁ ୩୦ ହଜ଼ାର ଟଙ୍କାକରି ସହାୟତା ରାଶି ପ୍ରଦାନ କରିଥିବା ଜିଲ୍ଲା ଜରୁରୀ କାର୍ୟ୍ୟାଳୟ ସୂତ୍ରରୁ ପ୍ରକାଶ।ଓଡ଼ିଶା ସମାଚାର