Tuesday , August 9 2022
Breaking News
Home / ବିଶେଷ / ଜିଲ୍ଳା ରେଡ଼କ୍ରୋସ ପାଣ୍ଠିରୁ ମୃତ ଶ୍ରମିକଙ୍କ ପରିବାର ବର୍ଗଙ୍କୁ ସହାୟତା ପ୍ରଦାନ କଲେ ଜିଲ୍ଲାପାଳ

ଜିଲ୍ଳା ରେଡ଼କ୍ରୋସ ପାଣ୍ଠିରୁ ମୃତ ଶ୍ରମିକଙ୍କ ପରିବାର ବର୍ଗଙ୍କୁ ସହାୟତା ପ୍ରଦାନ କଲେ ଜିଲ୍ଲାପାଳ

କଟକ,୧୧/୦୩/୨୦୨୨( ଓଡ଼ିଶା ସମାଚାର/ଦେବାଶିଷ ରଥ)-ଛତ୍ର ବଜ଼ାର ପୋଲ ଭୁଶୁଡିବା ଦୁର୍ଘଟଣାରେ ଦୁଇ ମୃତ ଶ୍ରମିକ ଅର୍ଜୁନ ଦେହୁରୀ ଓ କୀର୍ତନ ଦେହୁରୀ ଉଭୟଙ୍କ ପରିବାରର ନିକଟତମ ସମ୍ପର୍କୀୟଙ୍କୁ ଆଜି ଜିଲ୍ଲାପାଳ ଶ୍ରୀ ଭବାନୀ ଶଙ୍କର ଚୟନୀ ଜିଲ୍ଲା ରେଡ଼କ୍ରୋସ ପାଣ୍ଠି ରୁ ୩୦ ହଜ଼ାର ଟଙ୍କାକରି ସହାୟତା ରାଶି ପ୍ରଦାନ କରିଥିବା ଜିଲ୍ଲା ଜରୁରୀ କାର୍ୟ୍ୟାଳୟ ସୂତ୍ରରୁ ପ୍ରକାଶ।ଓଡ଼ିଶା ସମାଚାର

 

About admin

Check Also

ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅବ୍ୟବସ୍ଥା ମଧ୍ୟରେ କିଶନନଗର ତହସିଲରେ ଜନଶୁଣାଣୀ

କଟକ ସଦର, ୦୮/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ତହସିଲରେ ଆଜି (ସୋମବାର ) ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ଥିବା …

Leave a Reply

Your email address will not be published.