Thursday , August 18 2022
Breaking News
Home / ନିର୍ବାଚନ / ଏପ୍ରିଲ ୮ ରେ କଟକ ମହାନଗର ନିଗମ ଡେପୁଟି ମେୟର ନିର୍ବାଚନ

ଏପ୍ରିଲ ୮ ରେ କଟକ ମହାନଗର ନିଗମ ଡେପୁଟି ମେୟର ନିର୍ବାଚନ

କଟକ ସଦର, ୧୧/୦୩/୨୦୨୨( ଓଡ଼ିଶା ସମାଚାର/ଵିଷ୍ଣୁ ବେହେରା): ଚଳିତ ଥର ପୈ।ର ନିର୍ବାଚନରେ ମେୟର ପଦ ଲାଗି ପ୍ରତ୍ୟକ୍ଷ ନିର୍ବାଚନ ହେଉଥିବା ଵେଳେ ଡେପୁଟି ମେୟର ପଦ ଲାଗି ପୂର୍ବଭଳି ପରୋକ୍ଷ ନିର୍ବାଚନ ହେଵ ଵୋଲି ଜଣାପଡିଛି। ଏଥିଲାଗି ଆସନ୍ତା ମାର୍ଚ୍ଚ ୩୧ ରେ ବିଜ୍ଞପ୍ତି ପ୍ରକାଶ ପାଇବ।ଏପ୍ରିଲ ୮ ରେ କଟକ ମହାନଗର ନିଗମ ଡେପୁଟି ମେୟର ଲାଗି ପରୋକ୍ଷ ନିର୍ବାଚନ ହେଵା ସହିତ ୯ ରେ ବ୍ରହ୍ମପୁର ଓ ୧୦ ରେ ଭୂଵନେଶ୍ୱରରେ ହେଵ ଵୋଲି ରାଜ୍ୟ ନିର୍ବାଚନ କମିଶନର ସୂଚନା ଦେଇଛନ୍ତି।ତେଵେ ଏହି ନିର୍ବାଚନ ପ୍ରକ୍ରିୟାକୁ ସଂପୂର୍ଣ୍ଣ ଭାବେ ପୈ।ର ପ୍ରଶାସନର ନିର୍ଦ୍ଦେଶକ ପରିଚାଳନା କରିଵେ ଵୋଲି ସୂଚନା ଦିଆଯାଇଛି। ଓଡ଼ିଶା ସମାଚାର

 

 

About admin

Check Also

ବନ୍ୟା ପିଡିତଙ୍କ ପାଖରେ ପ୍ରଥମେ ରିଲିଫ ପହଂଚାଇଲା ଇଫକୋ ପାରାଦୀପ ୟୁନିଟ୍ 

ପାରାଦୀପ ୧୭/୦୮/୨୦୨୨(ଓଡ଼ିଶା ସମାଚାର)- ଲଗାଣ ବର୍ଷା ଓ ପରେ ପରେ ବନ୍ୟା ପରିସ୍ଥିତିର ସାମ୍ନା କରୁଛନ୍ତି ଓଡିଶାର ୧୦ ଜିଲ୍ଲାର …

Leave a Reply

Your email address will not be published.