Thursday , June 30 2022
Breaking News
Home / ବିଶେଷ / ୪୨ ମୌଜାରେ ସମ୍ବର୍ଦ୍ଧନା ସଭା  ଓ ଆଲୋଚନା ଚକ୍ର

୪୨ ମୌଜାରେ ସମ୍ବର୍ଦ୍ଧନା ସଭା  ଓ ଆଲୋଚନା ଚକ୍ର

କଟକ,୦୮/୦୩/୨୦୨୨( ଓଡ଼ିଶା ସମାଚାର): କଟକ ସଦର ୪୨ ମୌଜା ଉପକଣ୍ଠ କଣ୍ଟୁଣିଆ ବେଣ୍ଟକାର ସ୍ଥିତ ମା ଭଗବତୀ ମନ୍ଦିର ପ୍ରାଙ୍ଗଣରେ ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ବ ରେ ୧ ନମ୍ବର ୱାର୍ଡ ଗ୍ରାମବାସୀଙ୍କ  ତରଫରୁ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା । ଏହି ସଭାରେ ୬ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ମାହର୍ତ୍, ବେଣ୍ଟକାର ପଞ୍ଚାୟତର ସରପଞ୍ଚ ଶିବଶଙ୍କର ମଲ୍ଲିକ,ସମିତି ସଭ୍ୟ ବିଳାସ ବିହାରୀ ବେହେରା,୧ ନମ୍ବର ୱାର୍ଡ  ମେମ୍ବର କମଳା ବେହେରା, ଉପାଧ୍ୟକ୍ଷ ବିଭୂତି ରଞ୍ଜନ ପରିଡ଼ା, ଯୁବସମାଜସେବୀ ପ୍ରଫେସର ମୋନାଜ ନାୟକ, କଳପଡା ପଞ୍ଚାୟତର କର୍ମୀ ଦିଲୀପ କୁମାର ନାୟକ,ବିଜୟ କୁମାର ନାୟକ, ତପନ କୁମାର ପରିଡ଼ା,ଅଶୋକ କୁମାର ସ୍ବାଇଁ, ବିଘ୍ନେଶ୍ୱର ମଝି, ଦିଲୀପ କୁମାର ମାଝୀ ପ୍ରମୁଖ ଉପସ୍ଥିତ ରହି ବେଣ୍ଟକାର ଓ କଳପଡା ପଞ୍ଚାୟତ ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରତିଶ୍ରୁତି ପ୍ରଦାନ କଲେ ।ଓଡ଼ିଶା ସମାଚାର

About admin

Check Also

ବଡ଼ଚଣା ବିଡ଼ିଓଙ୍କ ଚିଠି ପରି ଗରଦପୁର ବିଡ଼ିଓ ଙ୍କ ଚିଠି କେବେ ?

ଗରଦପୁର, ୨୯/୬/୨୦୨୨(ଓଡ଼ିଶା ସମାଚାର)- ଗତ କରୋନା ମହାମାରୀ ସମୟରେ ଗରଦପୁର ବ୍ଲକ୍ ର ପ୍ରତି ପଂଚାୟତ ସ୍ତରରେ ଅସ୍ଥାୟୀ ସ୍ୱାସ୍ଥ୍ୟ …

Leave a Reply

Your email address will not be published. Required fields are marked *