Tuesday , September 27 2022
Breaking News
Home / ବିଶେଷ / ବରପଡା ବାଲୁଙ୍କେଶ୍ୱର ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ

ବରପଡା ବାଲୁଙ୍କେଶ୍ୱର ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ

ନିଶ୍ଚିନ୍ତକୋଇଲି, ୦୭/୦୩/୨୦୨୨(ଓଡିଶା ସମାଚାର /ଅଭୟ ଜେନା )- ବରପଡା ସ୍ଥିତ ପ୍ରସିଦ୍ଧ ବାଲୁଙ୍କେଶ୍ୱର ଙ୍କ ପୀଠ ରେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେଉଅଛି । ଏହି ଯଜ୍ଞାନୁଷ୍ଠାନ ରେ ପ୍ରତ୍ୟହ ନାମ ସଂକୀର୍ତନ ସହ ସନ୍ଧ୍ୟା ରେ ଆଧ୍ୟାତ୍ମିକ ପ୍ରବଚନ ଓ ଧର୍ମଲୋଚନାରେ ବିଶିଷ୍ଟ ପ୍ରବଚକମାନେ ଯୋଗ ଦେଉଛନ୍ତି । ଅନୁଷ୍ଠାନ ର ପୁରୋଧା ବାବା ଅରକ୍ଷିତ ଓଝା ଏବଂ ଶ୍ରୀତପନ କୁମାର ଓଝା ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ହେଉଅଛି । ଆଗାମୀ ୯ ତାରିଖ ବୁଧବାର ପୂର୍ଣ୍ଣାହୁତି ସହ କାର୍ୟ୍ୟକ୍ରମ ଉଦଯାପିତ ହେବ ବୋଲି ଜଣାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.