Thursday , August 18 2022
Breaking News
Home / ନିର୍ବାଚନ / ଅଭିନେତା ଶ୍ରୀତମ୍ ଦାସ ବିଜେପି ର କଟକ ମେୟର ପ୍ରାର୍ଥୀ

ଅଭିନେତା ଶ୍ରୀତମ୍ ଦାସ ବିଜେପି ର କଟକ ମେୟର ପ୍ରାର୍ଥୀ

କଟକ, ୦୬/୦୩/୨୦୨୨( ଓଡ଼ିଶା ସମାଚାର )- ଅଭିନେତା ଶ୍ରୀତମ୍ ଦାସ ଙ୍କୁ ବିଜେପି ର କଟକ ମେୟର ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି । ସେ ଜଣେ ଅଭିନେତା ଓ କଟକିଆ । ପିଲାଟି ଦିନରୁ କଟକରେ ରହିଆସିଛନ୍ତି । କଟକର ସମସ୍ତ ସମସ୍ୟା ସେ ଜାଣନ୍ତି । ବିଜେପି ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ତାଙ୍କୁ ମେୟର ପ୍ରାର୍ଥୀ ଭାବେ ଘୋଷଣା କରିଛି । ଓଡ଼ିଶା ସମାଚାର

About admin

Check Also

ବନ୍ୟା ପିଡିତଙ୍କ ପାଖରେ ପ୍ରଥମେ ରିଲିଫ ପହଂଚାଇଲା ଇଫକୋ ପାରାଦୀପ ୟୁନିଟ୍ 

ପାରାଦୀପ ୧୭/୦୮/୨୦୨୨(ଓଡ଼ିଶା ସମାଚାର)- ଲଗାଣ ବର୍ଷା ଓ ପରେ ପରେ ବନ୍ୟା ପରିସ୍ଥିତିର ସାମ୍ନା କରୁଛନ୍ତି ଓଡିଶାର ୧୦ ଜିଲ୍ଲାର …

Leave a Reply

Your email address will not be published.