କଟକ, ୦୬/୦୩/୨୦୨୨( ଓଡ଼ିଶା ସମାଚାର )- ଅଭିନେତା ଶ୍ରୀତମ୍ ଦାସ ଙ୍କୁ ବିଜେପି ର କଟକ ମେୟର ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି । ସେ ଜଣେ ଅଭିନେତା ଓ କଟକିଆ । ପିଲାଟି ଦିନରୁ କଟକରେ ରହିଆସିଛନ୍ତି । କଟକର ସମସ୍ତ ସମସ୍ୟା ସେ ଜାଣନ୍ତି । ବିଜେପି ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ତାଙ୍କୁ ମେୟର ପ୍ରାର୍ଥୀ ଭାବେ ଘୋଷଣା କରିଛି । ଓଡ଼ିଶା ସମାଚାର
