Tuesday , August 9 2022
Breaking News
Home / ବିଶେଷ / ହାକୁଆ ବଜାର ବ୍ୟବସାୟୀଙ୍କ ପରଲୋକ

ହାକୁଆ ବଜାର ବ୍ୟବସାୟୀଙ୍କ ପରଲୋକ

କଟକ , ୦୩/୦୩/୨୦୨୨( ଓଡ଼ିଶା ସମାଚାର )– କଟକ ଜିଲ୍ଲା ଉଷୁମା ଗ୍ରାମର ବାସିନ୍ଦା,ଧର୍ମପ୍ରାଣ ତଥା ହାକୁଆ ବଜାର କମିଟି ସଦସ୍ୟ ନରାୟଣ ସାହୁ (୫୯)ଙ୍କର ହୃଦଘାତରେ ପରଲୋକ ଘଟିଛି । ସ୍ବର୍ଗତ ସାହୁଙ୍କ ମରଶରୀର ଗ୍ରାମ ପରିକ୍ରମା ହୋଇ ବିକ୍ରମ ସେନାପତି,ସନ୍ତୋଷ ଛାଟୋଇ,ବରୁଣ ପ୍ରଧାନ ଓ ଗ୍ରାମର ବହୁ ବ୍ୟକ୍ତି ବିଶେଷଙ୍କ ଉପସ୍ଥିତିରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ଓଡ଼ିଶା ସମାଚାର

About admin

Check Also

ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅବ୍ୟବସ୍ଥା ମଧ୍ୟରେ କିଶନନଗର ତହସିଲରେ ଜନଶୁଣାଣୀ

କଟକ ସଦର, ୦୮/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ତହସିଲରେ ଆଜି (ସୋମବାର ) ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ଥିବା …

Leave a Reply

Your email address will not be published.