Saturday , August 13 2022
Breaking News
Home / ନିର୍ବାଚନ / ଗରଦପୁର ବ୍ଲକ୍ ୧୧ ନମ୍ବର ଜୋନ୍ ର ଭୋଟ ଗଣତି ର ଫଳାଫଳ

ଗରଦପୁର ବ୍ଲକ୍ ୧୧ ନମ୍ବର ଜୋନ୍ ର ଭୋଟ ଗଣତି ର ଫଳାଫଳ

ଗରଦପୁର,୦୧/୦୩/୨୦୨୨( ଓଡ଼ିଶା ସମାଚାର )- ଗରଦପୁର ବ୍ଲକ୍ ର ସମୁଦାୟ ଭୋଟ ଗଣତି ଶେଷ ହୋଇଛି । ୧୧ ନମ୍ବର ଜୋନ୍ ର ଜିଲାପରିଷଦ ସଦସ୍ୟ ଭାବେ ଡ଼ଲି ଶତପଥି (ବିଜେପି) ନିର୍ବାଚିତ ହୋଇଛନ୍ତି । ସେହିପରି ୬ ଗୋଟି ପଂଚାୟତର ସରପଂଚ ଓ ସମିତି ସଭ୍ୟ ମାନେ ନିମ୍ନମତେ ନିର୍ବାଚିତ ହୋଇଛନ୍ତି ।
ପଂଚାୟତ : ୧) ପଦ୍ମପୁର : ସରପଂଚ – ଅନସୂୟା ବେହେରା ଓ ସମିତି ସଭ୍ୟ-ଅଭୟ କୁମାର ମହାରାଜ୨) ବେଡ଼ାରୀ : ସରପଂଚ – କୁଂଜଲତା ମିଶ୍ର ଓ ସମିତି ସଭ୍ୟ-ଦିଲିପ କୁମାର ସାହୁ ୩) ପାଟକୁରା : ସରପଂଚ – ଗୀତାଂଜଳୀ ମହାନ୍ତି ଓ ସମିତି ସଭ୍ୟ-ରାକେଶ ମହାପାତ୍ର ୪) ପାଡଖଡ଼ : ସରପଂଚ – ବନଲତା ସ୍ୱାଇଁ ଓ ସମିତି ସଭ୍ୟ- ସୁମିତ୍ରା ସାହୁ ୫) ଗରଦପୁର : ସରପଂଚ – ଅନିତା ମାହାଳୀ ଓ ସମିତି ସଭ୍ୟ- ଦିଲିପ୍ କୁମାର ପଣ୍ଡା ସେହିପରି ୬) କଳାବୁଦା : ସରପଂଚ – ପ୍ରଜ୍ଞା ପ୍ରିୟଦଶିନୀ ସାହୁ ଓ ସମିତି ସଭ୍ୟ- ସତ୍ୟଜିତ ସାହୁ । ଓଡ଼ିଶା ସମାଚାର

About admin

Check Also

ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ମୟୁରଭଞ୍ଜ / ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ସେଠାରେ …

Leave a Reply

Your email address will not be published.