Friday , August 19 2022
Breaking News
Home / ନିର୍ବାଚନ / କଟକ ସଦର ଵ୍ଲକ ୭ ନମ୍ଵର ଯୋନର ଫଳାଫଳ,ଵିଜେଡିର ସୁଭଦ୍ରା ଦାସ ଜିଲ୍ଲା ପରିଷଦ ସଭ୍ୟା ଭାଵେ ଵିଜୟୀ

କଟକ ସଦର ଵ୍ଲକ ୭ ନମ୍ଵର ଯୋନର ଫଳାଫଳ,ଵିଜେଡିର ସୁଭଦ୍ରା ଦାସ ଜିଲ୍ଲା ପରିଷଦ ସଭ୍ୟା ଭାଵେ ଵିଜୟୀ

କଟକ ସଦର, ୦୧/୦୩/୨୦୨୨( ଓଡ଼ିଶା ସମାଚାର /ଵିଷ୍ପୁ ବେହେରା):କଟକ ସଦର ଵ୍ଲକ ୭ ନମ୍ଵର କିଶନନଗର ଜିଲାପରିଷଦ ଯୋନର ନିର୍ଵାଚନ ଫଳାଫଳ ଅନ୍ତିମ ପର୍ୟ୍ୟାୟ ଭୋଟ ଗଣତିର ସୋମଵାର ବିଳମ୍ବିତ ରାତିରେ ପ୍ରକାଶ ପାଇଛି। ଏଥିରେ ଜିଲ୍ଲା ପରିଷଦ ସଭ୍ୟା ଭାଵେ ଵିଜେଡିର ସୁଭଦ୍ରା ଦାସ ନିର୍ବାଚିତ ହୋଇଥିବା ଜଣାପଡିଛି। ସେହିପରି ଧରିଣା ପଞ୍ଚାୟତ ସରପଞ୍ଚ ଭାଵେ ରତ୍ନାକର ରାଉତ,ସମିତି ସଭ୍ୟା ସସ୍ମିତା ଦାସ,ଯଶପଡା ସରପଞ୍ଚ ଭୋଟ ସ୍ଥଗିତ ଥିବାବେଳେ ସମିତିସଭ୍ୟା ପୁଷ୍ପଲତା ପଣ୍ଡା,ଵାରଦା ପଞ୍ଚାୟତ ସରପଞ୍ଚ ଭାଵେ ନିରୋଜ ନଳିନୀ ଦାସ,ସମିତି ସଭ୍ୟା ସଙ୍ଗିତା ଵାରିକ,କିଶନନଗର ପଞ୍ଚାୟତ ସରପଞ୍ଚ ଭାବେ ସୁଜାତା ସେଠୀ, ସମିତି ସଭ୍ୟା ବାସନ୍ତୀ ଭୋଇ, ପ୍ରହରାଜପୁର ପଞ୍ଚାୟତ ସରପଞ୍ଚ ଭାଵେ ଅବଦୁଲ ୱ।ହିଦ ଖାଁ (ମୋତି), ସମିତି ସଭ୍ୟ ପ୍ରହରାଜପୁର ସମିତି ସଭ୍ୟ ଲିୟାକତ ଅଲ୍ଲି ,ସୋମପୁର ପଞ୍ଚାୟତ ସରପଞ୍ଚ ଭାବେ ପୀତାମ୍ବର ଦାସ, ସମିତି ସଭ୍ୟା କୁନି ଭୋଇ,ଅରିଲୋ ପଞ୍ଚାୟତ ସରପଞ୍ଚ ଭାବେ ମମତା ମଲ୍ଲିକ, ସମିତି ସଭ୍ୟା ମିନତୀ ବେହେରା,ଵୋଧପୁର ସରପଞ୍ଚ ଭାଵେ ପ୍ରଶାନ୍ତ ବେହେରା,ସମିତିସଭ୍ୟା ଭାରତୀ ବେହେରା ନିର୍ବାଚିତ ହୋଇଥିବା ଘୋଷଣାରୁ ଜଣାଯାଇଛି। ଓଡ଼ିଶା ସମାଚାର

About admin

Check Also

ସ୍ୱାଧିନତା ଦିବସ ରେ କବିତା ପାଠୋତ୍ସବ

ଭୁବନ ୧୮/୦୮/୨୦୨୨(ଓଡ଼ିଶା ସମାଚାର)-ଦେଶ ସ୍ୱାଧିନତାର ୭୫ ବର୍ଷ ପୂର୍ତି ଉପଲକ୍ଷେ ସାରା ଦେଶରେ ଅମୃତ ମହୋତ୍ସବ ପାଳନ ହେଉଥିବା ବେଳେ …

Leave a Reply

Your email address will not be published.