Tuesday , August 9 2022
Breaking News
Home / ନିର୍ବାଚନ / କଟକ ସଦର ଵ୍ଲକର ୬ ନମ୍ଵର ଜିଲ୍ଲାପରିଷଦ ଯୋନର ୬ ଗୋଟି ପଞ୍ଚାୟତର ଫଳାଫଳ ପ୍ରକାଶ,ଵିଜେଡି ଜିଲାପରିଷଦ ପ୍ରାର୍ଥିନୀ ସସ୍ମିତା ମାହାର୍ଥା ବିଜୟୀ

କଟକ ସଦର ଵ୍ଲକର ୬ ନମ୍ଵର ଜିଲ୍ଲାପରିଷଦ ଯୋନର ୬ ଗୋଟି ପଞ୍ଚାୟତର ଫଳାଫଳ ପ୍ରକାଶ,ଵିଜେଡି ଜିଲାପରିଷଦ ପ୍ରାର୍ଥିନୀ ସସ୍ମିତା ମାହାର୍ଥା ବିଜୟୀ

କଟକ ସଦର, ୦୧/୦୩/୨୦୨୨( ଓଡ଼ିଶା ସମାଚାର /ଵିଷ୍ପୁ ବେହେରା) :କଟକ ସଦର ଵ୍ଲକ ଅନ୍ତର୍ଗତ ୬ ନମ୍ଵର ୪୨ ମୈ।ଜା ଜିଲାପରିଷଦ ଯୋନନ ୬ ଗୋଟି ପଞ୍ଚାୟତ ର ଫଳାଫଳ ଭୋଟ ଗଣତିର ଶେଷ ତଥା ଅନ୍ତିମ ଦିଵସ ସୋମବାର ବିଳମ୍ବିତ ରାତିରେ ପ୍ରକାଶ ପାଇଛି।ଏଥିରେ ଵିଜେଡି ଜିଲାପରିଷଦ ପ୍ରାର୍ଥିନୀ ସସ୍ମିତା ମାହାର୍ଥା ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ଵିଜେପି ପ୍ରାର୍ଥିନୀଙ୍କ ଠାରୁ ୮ ହଜାରରୁ ଉର୍ଦ୍ଧ୍ବ ଭୋଟରେ ବିଜୟୀ ହୋଇଥିବା ଜଣାପଡିଛି। ସେହିପରି ସରିଚୁଆଁ ପଞ୍ଚାୟତ ସରପଞ୍ଚ ଭାଵେ ଵନ ଵିହାରୀ, ସମିତି ସଭ୍ୟ ଦିଲିପ ଵିହାରୀ,କଳପଡା ସରପଞ୍ଚ ଭାବେ ସଵିତା ମାଝି, ସମିତି ସଭ୍ୟା ପିଙ୍କି ଭୋଇ,ଵେଣ୍ଟକାର ପଞ୍ଚାୟତ ସରପଞ୍ଚ ଭାଵେ ଶିବଶଙ୍କର ମଲ୍ଲିକ,ସମିତି ସଭ୍ୟ ଵିନୋଦ ବେହେରା, ଦଧିବାମନପୁର ପଞ୍ଚାୟତ ସରପଞ୍ଚ ଭାବେ ସୁମିତ୍ରା ଗୋଛୟତ, ସମିତି ସଭ୍ୟ ଅମ୍ଵିକା ପାତ୍ର, ବ୍ରହ୍ମପୁର ପଞ୍ଚାୟତ ସରପଞ୍ଚ ଭାବେ ରବିନ୍ଦ୍ରନାଥ ପ୍ରଧାନ, ସମିତି ସଭ୍ୟା ମିନା ସିଂ ନିର୍ବାଚିତ ହୋଇଥିବା ଜଣାଯାଇଛି। ଓଡ଼ିଶା ସମାଚାର

About admin

Check Also

ନାବାଳିକା ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୨୦ ବର୍ଷ ଜେଲ, ୨୦ ହଜାର ଜରିମାନା

କନ୍ଧମାଳ,୦୯/୦୮/୨୨(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ  ଜି.ଉଦୟଗିରି ଥାନା ଅଂଚଳର ଏକ ନାବାଳିକାକୁ ଦୁଷ୍କର୍ମ …

Leave a Reply

Your email address will not be published.