ନିଶ୍ଚିନ୍ତକୋଇଲି ,୨୮/୦୨/୨୦୨୨(ଓଡିଶା ସମାଚାର/ ଅଭୟ ଜେନା )- ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ କଳମିଶ୍ରି ଓ ଜନାର୍ଦ୍ଦନ ପୁର ପଞ୍ଚାୟତ ସରପଞ୍ଚ ନିର୍ବାଚନ ର ଭୋଟ ଗଣତି ଶେଷ ହୋଇଛି ।

କଳମିଶ୍ରି ପଞ୍ଚାୟତ ର ପ୍ରାକ୍ତନ ସରପଞ୍ଚ ଅନନ୍ତ କର ଚତୁର୍ଥ ଥର ପାଇଁ ସରପଞ୍ଚ ଭାବେ ବିପୁଳ ଭୋଟ ରେ ନିକଟ ତମ ପ୍ରତିଦ୍ବନ୍ଦୀ ବଟକୃଷ୍ଣ ବେହେରା ଙ୍କୁ ହରାଇ

ବିଜୟୀ ହୋଇଛନ୍ତି । ସେହିପରି ଜନାର୍ଦ୍ଦନ ପୁର ପଞ୍ଚାୟତ ରେ ପ୍ରାକ୍ତନ ସରପଞ୍ଚ ବିଶ୍ୱ ଭୂଷଣ ନାୟକ ତାଙ୍କ ର ନିକଟ ତମ ପ୍ରତିଦ୍ବନ୍ଦୀ ଙ୍କୁ ହରାଇ ନିର୍ବାଚିତ ହୋଇଛନ୍ତି । ଓଡ଼ିଶା ସମାଚାର