Tuesday , August 9 2022
Breaking News
Home / ନିର୍ବାଚନ / ସରପଞ୍ଚ ନିର୍ବାଚନ ରେ କଳମିଶ୍ରି ରେ ଅନନ୍ତ କର ଓ ଜନାର୍ଦ୍ଦନପୁରରେ ବିଶ୍ୱଭୂଷଣ ବିଜୟୀ

ସରପଞ୍ଚ ନିର୍ବାଚନ ରେ କଳମିଶ୍ରି ରେ ଅନନ୍ତ କର ଓ ଜନାର୍ଦ୍ଦନପୁରରେ ବିଶ୍ୱଭୂଷଣ ବିଜୟୀ

ନିଶ୍ଚିନ୍ତକୋଇଲି ,୨୮/୦୨/୨୦୨୨(ଓଡିଶା ସମାଚାର/ ଅଭୟ ଜେନା )- ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ କଳମିଶ୍ରି ଓ ଜନାର୍ଦ୍ଦନ ପୁର ପଞ୍ଚାୟତ ସରପଞ୍ଚ ନିର୍ବାଚନ ର ଭୋଟ ଗଣତି ଶେଷ ହୋଇଛି ।

ଅନନ୍ତ କର

କଳମିଶ୍ରି ପଞ୍ଚାୟତ ର ପ୍ରାକ୍ତନ ସରପଞ୍ଚ ଅନନ୍ତ କର ଚତୁର୍ଥ ଥର ପାଇଁ ସରପଞ୍ଚ ଭାବେ ବିପୁଳ ଭୋଟ ରେ ନିକଟ ତମ ପ୍ରତିଦ୍ବନ୍ଦୀ ବଟକୃଷ୍ଣ ବେହେରା ଙ୍କୁ ହରାଇ

ବିଶ୍ୱ ଭୂଷଣ ନାୟକ

ବିଜୟୀ ହୋଇଛନ୍ତି । ସେହିପରି ଜନାର୍ଦ୍ଦନ ପୁର ପଞ୍ଚାୟତ ରେ ପ୍ରାକ୍ତନ ସରପଞ୍ଚ ବିଶ୍ୱ ଭୂଷଣ ନାୟକ ତାଙ୍କ ର ନିକଟ ତମ ପ୍ରତିଦ୍ବନ୍ଦୀ ଙ୍କୁ ହରାଇ ନିର୍ବାଚିତ ହୋଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅବ୍ୟବସ୍ଥା ମଧ୍ୟରେ କିଶନନଗର ତହସିଲରେ ଜନଶୁଣାଣୀ

କଟକ ସଦର, ୦୮/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ତହସିଲରେ ଆଜି (ସୋମବାର ) ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ଥିବା …

Leave a Reply

Your email address will not be published.