Tuesday , August 16 2022
Breaking News
Home / ନିର୍ବାଚନ / ଗରଦପୁର ବ୍ଲକ୍ ର ୯ ଓ ୧୦ ନମ୍ବର ଜୋନ୍ ର ଭୋଟ ଗଣତି ଫଳାଫଳ

ଗରଦପୁର ବ୍ଲକ୍ ର ୯ ଓ ୧୦ ନମ୍ବର ଜୋନ୍ ର ଭୋଟ ଗଣତି ଫଳାଫଳ

ଗରଦପୁର ବ୍ଲକ୍ – ୯ ନମ୍ବର ଜୋନ୍ ଜିଲାପରିଷଦ ସଦସ୍ୟ – ଏଲିଜା ସ୍ୱାଇଁ (ବିଜେଡ଼ି )
ପଂଚାୟତ : ୧) ବଡ଼ବେତ୍ରା : ସରପଂଚ – ସଂଯୁକ୍ତା ମହାପାତ୍ର , ସମିତି ସଭ୍ୟ- ଲକ୍ଷ୍ମୀ ଦାସ (ପୂର୍ବରୁ ବିନା ପ୍ରତିଦ୍ୱନ୍ଦିତାରେ ନିର୍ବାଚିତ ହୋଇଥିଲେ) ୨)ମଧୁଶାସନ : ସରପଂଚ – ମଂଜୁଲତା ବେହେରା, ସମିତି ସଭ୍ୟ- ମନୋଜ କୁମାର ମଲିକ ୩)ତେଣ୍ଡାକୁଡ଼ା : ସରପଂଚ – ମାନସ କୁମାର ରାଉତ ଭୋଟ ,ସମିତି ସଭ୍ୟ- ବାସୁଦେବ ବେହରା ୪)ପଳସୁଧା : ସରପଂଚ – ଶ୍ରୀରାଧା ବନଜା ଜେନା ,ସମିତି ସଭ୍ୟ- ନର୍ଭିସ ବେଗମ ୫) ବନ୍ତଳା : ସରପଂଚ – ରଂଜନ ନାୟକ , ସମିତି ସଭ୍ୟ-ବ୍ରଜ ବିଶୋର ସାହୁ ୬) ତଳକୁସୁମା : ସରପଂଚ – ପ୍ରଭାତ ନଳିନୀ ଜେନା ,ସମିତି ସଭ୍ୟ- ପ୍ରଭାସ ସାହୁ

୧୦ ନମ୍ବର ଜୋନ୍ – ଜିଲାପରିଷଦ ସଦସ୍ୟ –ସତ୍ୟାନନ୍ଦ ରାଉତ (ବିଜେଡ଼ି)
ପଂଚାୟତ : ୧) ଭଗବାନପୁର : ସରପଂଚ – ରାଜେନ୍ଦ୍ର ମଲିକ୍ , ସମିତି ସଭ୍ୟ-କାଂଚନ ମଲିକ୍ ୨)ବଙ୍ଗାଳପୁର : ସରପଂଚ – ଅମିୟ ରଂଜନ ଜେନା ସମିତି ସଭ୍ୟ-ମହେଶ୍ୱତା ସାମଲ ୩)ନଡ଼ିଆବରେଇ : ସରପଂଚ – ସନ୍ତୋଷ ମହାଳୀ , ସମିତି ସଭ୍ୟ-କାବେରୀ ମଲିକ୍ ୪) ରାମଚନ୍ଦ୍ରପୁର : ସରପଂଚ – ନିର୍ମଳା ମହାରଣା ସମିତି ସଭ୍ୟ-ସୁମିତ୍ରା ପଣ୍ଡା ୫) ତିକନପୁର : ସରପଂଚ – ଅମିୟ ରଂଜନ ନାୟକ ସମିତି ସଭ୍ୟ-କବିତା ଦେବତା ଓ ୬) ସାନ ଅଢ଼ଙ୍ଗା : ସରପଂଚ – ଅଭୟ ମଲ ସମିତି ସଭ୍ୟ-ସୌଦାମିନୀ ଆଚାର୍ଯ୍ୟ ନିର୍ବାଚିତ ହୋଇଛନ୍ତି । ଗରଦପୁର ବ୍ଲକ୍ ଅନ୍ତର୍ଗତ ୧୧ ନମ୍ବର ଜୋନ୍ ର ଗଣତି ଜାରି ରହିଛି । ଓଡ଼ିଶା ସମାଚାର

About admin

Check Also

ସ୍ବାଧୀନତା ର ଅମୃତମହୋତ୍ସବ ଓ ସ୍ୱାଧୀନତା ଦିବସ  ପାଳିତ

ନିଶ୍ଚିନ୍ତକୋଇଲି , ୧୫/୦୮/୨୦୨୨(ଓଡିଶା ସମାଚାର/ ଅଭୟ ଜେନା )- ଜନାର୍ଦ୍ଦନ ପୁର ଚିତ୍ରୋତ୍ପଳା ସରକାରୀ ଉଚ୍ଚବିଦ୍ୟାଳୟ ପ୍ରାଙ୍ଗଣ ରେ ୭୬ …

Leave a Reply

Your email address will not be published.