Tuesday , August 9 2022
Breaking News
Home / ନିର୍ବାଚନ / ରଘୁନାଥପୁର ବ୍ଲକ୍ ଜୋନ୍ ୧ ନିର୍ବାଚନ ଫଳାଫଳ

ରଘୁନାଥପୁର ବ୍ଲକ୍ ଜୋନ୍ ୧ ନିର୍ବାଚନ ଫଳାଫଳ

ତାରପୁର, ୨୭/୦୨/୨୦୨୨( ଓଡ଼ିଶା ସମାଚାର )-ରଘୁନାଥପୁର ବ୍ଲକ୍ ଜୋନ୍ ୧ ବିଜେଡ଼ି ଜିଲାପରିଷଦ ପ୍ରାର୍ଥିନୀ ରୀନାରାଣୀ ମଲିକ୍ ବିଜେପି ଜିଲାପରିଷଦ ପ୍ରାର୍ଥିନୀ ସୁଚିତ୍ରା ଭୋଇ ଙ୍କୁ ୧୦୦୭୮ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି । ଏହି ଜୋନ୍ ରେ ବିଜେଡ଼ି ୧୭୧୧୯ ଖଣ୍ଡ ଭୋଟ ପାଇଥିବାବେଳେ ବିଜେପି ୭୦୪୧ ଓ କଂଗ୍ରେସ ୨୮୭୯ ଖର୍ନ ଭୋଟ ପାଇଛନ୍ତି । ସେହିପରି ଏହି ଜୋନ୍ ଅନ୍ତର୍ଗତ ତାରପୁର ପଂଚାୟତରେ ସରପଂଚ ପ୍ରାର୍ଥିନୀ ସୁଷମା ମଲିକ୍ , ରୁନୀ ବେହେରାଙ୍କ ଠାରୁ ୧୯୪ ଖଣ୍ଡ ଭୋଟ ରେ ବିଜୟଲାଭ କରିଥିବାବେଳେ ସମିତି ସଭ୍ୟା ପ୍ରାର୍ଥିନୀ ପୂଜାଲତା ଦାସ ଅମ୍ବିକା ମଲିକ୍ ଙ୍କ ଠାରୁ ୨୭୧ ଖଣ୍ଡ ଭୋଟରେ ବିଜୟଲାଭ କରିଛନ୍ତି । ଗୁଆଳିପୁର ପଂଚାୟତରେ ସରପଂଚ ପ୍ରାର୍ଥିନୀ ମନୋଜିନୀ ସାହୁ ନମିତା କୁମାରୀ ନାୟକଙ୍କ ଠାରୁ ୧୦୭୬ ଖଣ୍ଡ ଭୋଟ ରେ ବିଜୟଲାଭ କରିଥିବାବେଳେ ସମିତି ସଭ୍ୟ ପ୍ରାର୍ଥି କମଳାକାନ୍ତ ପରିଡ଼ା ପ୍ରଦ୍ୟୁମ୍ନ ପାଳଙ୍କ ଠାରୁ ୧୩୯୯ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟ ହାସଲ କରିଛନ୍ତି । ପୁରଣ ଓଡ଼ପଡ଼ା ପଂଚାୟତରେ ସରପଂଚ ଭାବେ ଶବରାମ ସାହୁ ଦିଲିପ ମଲଙ୍କ ଠାରୁ ୯୯ ଖଣ୍ଡ ଭୋଟ ରେ ବିଜୟ ହାସଲ କରିଥିବାବେଳେ ସମିତି ସଭ୍ୟା ଭାବେ ପ୍ରିୟତମା ରାଉତ ନମିତା ପଟ୍ଟନାୟକଙ୍କ ଠାରୁ ୧୩୨ ଖଣ୍ଡ ଭୋଟ ରେ ବିଜୟ ଲାଭ କରିଛନ୍ତି । ଜୟଶୋଳ ପଂଚାୟତରେ ସରପଂଚ ପ୍ରାର୍ଥି ମମତା ଦାସ ଲୋପାମୁଦ୍ରା ବେହେରାଙ୍କ ଠାରୁ ୧୨୧ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟଲାଭ କରିଥିବାବେଳେ ସମିତି ସଭ୍ୟ ଭାବେ କିରଣ କୁମାର ବେହେରା ରାଜେନ୍ଦ୍ର ପ୍ରସାଦ ବେହେରାଙ୍କ ଠାରୁ ୯ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟଲାଭ କରିଛନ୍ତି । ଧରାଧରପୁର ପଂଚାୟତରେ ସରପଂଚ ପ୍ରାର୍ଥିନୀ ନଳିନୀପ୍ରଭା ମୁଦୁଲୀ ସ୍ୱସସ୍ତିକା ପରିଡ଼ା ଙ୍କ ଠାରୁ ୧୯୬ ଖଣ୍ଡ ଭୋଟରେ ବିଜୟଲାଭ କରିଥିବାବେଳେ ସମିତି ସଭ୍ୟଭାବେ ଦେବାଶିଷ ତ୍ରୀପାଠୀ ସରତ ମହାପାତ୍ରଙ୍କ ଠାରୁ ୨୩୩ ଖଣ୍ଡ ଭୋଟ ରେ ବିଜୟ ଲାଭ କରିଛନ୍ତି । ତରିକୁନ୍ଦ ପଂଚାୟତରେ ସରପଂଚ ପ୍ରାର୍ଥି ବନମାଳୀ ସାହୁ ମହମ୍ମଦ ଶିବକ୍ ଙ୍କ ଠାରୁ ୭୬୬ ଖଣ୍ଡ ଭୋଟ ରେ ବିଜୟଲାଭ କରିଥିବାବେଳେ ସମିତି ସଭ୍ୟ ଭାବେ ସ୍ୱଦେଶ ଦାସ ଦୀପକ ରାଉତ ଙ୍କ ଠାରୁ ୩୮୬ ଖଣ୍ଡ ଭୋଟ ରେ ବିଜୟ ଲାଭ କରିଛନ୍ତି । ବରାଗୋଳ ପଂଚାୟତରେ ସରପଂଚ ପ୍ରାର୍ଥିନୀ ଜୟନ୍ତୀ ଦାସ ବବିତା ମଲିଙ୍କ ଠାରୁ ୨୩୬ ଖଣ୍ଡ ଭୋଟରେ ବିଜୟ ଲାଭ କରିଥିବାବେଳେ ସମିତି ସଭ୍ୟ ଭାବେ ଜିତେନ୍ଦ୍ର ମଲିକ ପୂର୍ଣ୍ଣିମା ଭୋଇ ଙ୍କ ଠାରୁ ୨୨୯ ଖଣ୍ଡ ଭୋଟ ରେ ବିଜୟ ଲାଭ କରିଛନ୍ତି । ରଘୁନାଥପୁର ପଂଚାୟତରେ ସରପଂଚ ପ୍ରାର୍ଥିନୀ ସୁଚିତ୍ରା ପଣ୍ଡା ସସ୍ମିତା ଜେନାଙ୍କ ଠାରୁ ୪୨୬ ଖର୍ଡ ଭୋଟ ରେ ବିଜୟ ଲାଭ କରିଥିବାବେଳେ ସମିତି ସଭ୍ୟା ପ୍ରାର୍ଥିନୀ ମିତାଲି ବରାଳ ମମତା ବିଶ୍ୱାଳଙ୍କ ଠାରୁ ୨୬ ଖଣ୍ଡ ଭୋଟ ରେ ବିଜୟ ଲାଭ କରିଛନ୍ତି । ଜଗନ୍ନାଥପୁର ପଂଚାୟତରେ ସରପଂଚ ପ୍ରାର୍ଥି ଜଗବନ୍ଧୁ ମଲିକ୍ ଘନଶ୍ୟମ ଦଳେଇ ଙ୍କୁ ପରାସ୍ତ କରି ବିଜୟ ଲାଭ କରିଥିବାବେଳେ ସମିତି ସଭ୍ୟା ଭାବେ ପ୍ରମିଳା ବେହେରା ପ୍ରମିଳା ମଲିକ୍ ଙ୍କୁ ପରାସ୍ତ କରି ବିଜୟ ଲାଭ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

କିଏ କେଉଁଠି ପତାକା ଉତୋଳନ କରିବେ

ଭୁବନେଶ୍ୱର,୦୮/୦୮/୨୦୨୨(ଓଡ଼ିଶା ସମାଚାର)- ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ବାଧୀନତା ଦିବସ ରେ ରାଜ୍ୟସ୍ତରୀୟ ପରେଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ …

Leave a Reply

Your email address will not be published.