Tuesday , August 9 2022
Breaking News
Home / ବିଶେଷ / ଶଙ୍ଖତ୍ରାସ ହାଇସ୍କୁଲ ୨୦୦୦ ମସିହା ଛାତ୍ରଛାତ୍ରୀ ମାନଙ୍କ ବନ୍ଧୁମିଳନ ଉତ୍ସବ

ଶଙ୍ଖତ୍ରାସ ହାଇସ୍କୁଲ ୨୦୦୦ ମସିହା ଛାତ୍ରଛାତ୍ରୀ ମାନଙ୍କ ବନ୍ଧୁମିଳନ ଉତ୍ସବ

 କଟକ , ୨୬/୦୨/୨୦୨୨( ଓଡ଼ିଶା ସମାଚାର )-  କଟକ ଜିଲ୍ଲା ଅନ୍ତର୍ଗତ ୪୨ ମୌଜା ନିକଟ ଖଲର୍ଦ୍ଦା ସ୍ଥିତ ପ୍ରଦୀପ ପ୍ୟାଲେଶରେ ଶଙ୍ଖତ୍ରାସ ହାଇସ୍କୁଲ ୨୦୦୦ ମସିହା ଚାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି । ଏହି ବନ୍ଧୁ ମିଳନ ଅବସରରେ ସୁଶାନ୍ତ କୁମାର ସମନ୍ତରାୟ,ଦିପ୍ତିମୟୀ ରଥ, ଜୟଶ୍ରୀ ସାହୁ,କଲ୍ୟାଣୀ ପ୍ରଧାନ,ଶଶିକାନ୍ତ ପ୍ରଧାନ,ଶୁକାନ୍ତ ସ୍ବାଇଁ,ରାଜକିଶୋର ସାହୁ, ଦୁର୍ଯ୍ୟୋଧନ ସାହୁ,ସୁଜିତ୍ କୁମାର ଦିକ୍ଷୀତ, ଲିପ୍ସା ପ୍ରଧାନ,ପୂଜାରାଣି ସାହୁ ପ୍ରମୁଖ ରହି କାର୍ଯ୍ୟକର୍ମ କୁ ସୁଚାର ରୂପେ ସମ୍ପାଦନ କରିବାସହ ବିଦ୍ୟାର୍ଥୀ ଜୀବନର ପୁରୁଣା ସ୍ମୃତି ବାଣ୍ଟିଥିଲେ। ଓଡ଼ିଶା ସମାଚାର

About admin

Check Also

କିଏ କେଉଁଠି ପତାକା ଉତୋଳନ କରିବେ

ଭୁବନେଶ୍ୱର,୦୮/୦୮/୨୦୨୨(ଓଡ଼ିଶା ସମାଚାର)- ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ବାଧୀନତା ଦିବସ ରେ ରାଜ୍ୟସ୍ତରୀୟ ପରେଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ …

Leave a Reply

Your email address will not be published.