Tuesday , August 9 2022
Breaking News
Home / ବିଶେଷ / ଶ୍ରୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ର ସାଇମନ ଦାଶଙ୍କ କୃତିତ୍ୱ

ଶ୍ରୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ର ସାଇମନ ଦାଶଙ୍କ କୃତିତ୍ୱ

 କଟକ ,୨୫/୦୨/୨୦୨୨ (ଓଡ଼ିଶା ସମାଚାର)- କଟକ ସଦର ୪୨ ମୌଜା ଉପକଣ୍ଠ ଶ୍ରୀରାମ ଦଧିବାମନପୁର ଶ୍ରୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ର ଶ୍ରୀମାନ୍ ସାଇମନ ଦାଶ ୨୦୨୦-୨୦୨୧ ଶିକ୍ଷାବର୍ଷ ୩ୟ ଶ୍ରେଣୀ ବୃତ୍ତି ପରୀକ୍ଷାରେ ଭଲ ନମ୍ବର ରଖି କୃତିତ୍ଵର ସହ ଗୌରବ ଅର୍ଜନ କରିଛନ୍ତି । ସେ ପିତା ପ୍ରସନ୍ନ ଦାସ ମାତା ଝିଲି ଦାସଙ୍କ ସୁପୁତ୍ର ଅଟନ୍ତି । ତାଙ୍କର ଏହି ସଫଳତା ପାଇଁ ବିଦ୍ୟାଳୟର ପରିଚାଳନା କମିଟି ସଭାପତି ଅଧ୍ୟାପକ ବିଜୟ ପାତ୍ର ଓ ସମ୍ପାଦକ ରବୀନ୍ଦ୍ର କୁମାର ଦେବତା, ବିଦ୍ୟାନ୍ଦିରର ପ୍ରଧାନ ଆଚାର୍ୟା ମିନତି ନାୟକ, ପ୍ରାତଃ ପର୍ଯ୍ୟାୟ ପ୍ରମୁଖ ଗୀତାଞ୍ଜଳି ଆଚାର୍ଯ୍ୟ ଓ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ମାନେ ତାର ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅବ୍ୟବସ୍ଥା ମଧ୍ୟରେ କିଶନନଗର ତହସିଲରେ ଜନଶୁଣାଣୀ

କଟକ ସଦର, ୦୮/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ତହସିଲରେ ଆଜି (ସୋମବାର ) ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ଥିବା …

Leave a Reply

Your email address will not be published.