Tuesday , August 9 2022
Breaking News
Home / ତାଜା ଖବର / ସାଲେପୁର : ସମିତି ସଭ୍ୟ ପ୍ରାର୍ଥୀ ଙ୍କ ଘର ଉପରେ ବୋମାମାଡ଼ 

ସାଲେପୁର : ସମିତି ସଭ୍ୟ ପ୍ରାର୍ଥୀ ଙ୍କ ଘର ଉପରେ ବୋମାମାଡ଼ 

ସାଲେପୁର, ୧୬/୦୨/୨୦୨୨(ଓଡିଶା ସମାଚାର /ଅଭୟ ଜେନା )- ଗତକାଲି ମଧ୍ୟ ରାତ୍ରି ରେ ଶିଶୁଆ ପଞ୍ଚାୟତ ସମିତି ସଭ୍ୟ ପ୍ରାର୍ଥୀ ଦିଲ୍ଲୀପ ଦାଶ ଙ୍କ ଘର ଉପରକୁ ବୋମା ମାଡହୋଇଛି । ଏହି ବୋମା ଝରକା ଉପର କୁ କରାଯାଇଥିବାରୁ ତାଙ୍କର ପତ୍ନୀ ଆହତ ହୋଇଥିବା ଜଣାପଡିଛି  । ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛି  । ସାଲେପୁର ପୋଲିସ ଘଟଣା ର ତଦନ୍ତ କରୁଛି  । ଦିଲ୍ଲୀପ ଦାଶ ବିଜେଡି ର ଜଣେ  ଟାଣୁଆ ନେତା,  ପ୍ରାକ୍ତନ ଉପାଧ୍ୟକ୍ଷ ତଥା ବିଧାୟକ  ପ୍ରଶାନ୍ତ ବେହେରା ଙ୍କ ଏକାନ୍ତ ସହଯୋଗୀ  ଭାବେ ଜଣାଶୁଣା । ଓଡ଼ିଶା ସମାଚାର

About admin

Check Also

ଶ୍ରମିକ ଙ୍କୁ ନେଇ ଯାଉଥିବା ପିକଅପ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ, ୪୦ ଆହତ

ଧର୍ମଗଡ଼ ,୦୫/୦୮/୨୦୨୨(ଓଡ଼ିଶା ସମାଚାର /ରାକେଶ ବେମାଲ ) – କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବିଜୁ ଏକ୍ସପ୍ରେସ ୱେ ନିକଟ ରେ …

Leave a Reply

Your email address will not be published.