Saturday , August 13 2022
Breaking News
Home / ରାଜନୀତି / ବିଧାନ ପରିଷଦ ଗଠନକୁ ବିରୋଧ କରି ଇଣ୍ଡିଆନ୍ ସିଟିଜେନ୍ସ୍ ପାର୍ଟି ସଭାପତି ରମେଶ ରାଉତଙ୍କ ନେତୃତ୍ୱରେ ସାରା ଓଡ଼ିଶାରେ ପଦଯାତ୍ରା

ବିଧାନ ପରିଷଦ ଗଠନକୁ ବିରୋଧ କରି ଇଣ୍ଡିଆନ୍ ସିଟିଜେନ୍ସ୍ ପାର୍ଟି ସଭାପତି ରମେଶ ରାଉତଙ୍କ ନେତୃତ୍ୱରେ ସାରା ଓଡ଼ିଶାରେ ପଦଯାତ୍ରା

କଟକ, ୧୧/୦୨/୨୦୨୨ (ଓଡ଼ିଶା ସମାଚାର)-ଇଣ୍ଡିଆନ୍ ସିଟିଜେନ୍ସ ପାର୍ଟି, ଓଡ଼ିଶା ରାଜ୍ୟ କମିଟିର ଜରୁରୀ ବୈଠକ ସଭାପତି ରମେଶ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ବିଧାନ ପରିଷଦ ନଠନକୁ ବିରୋଧ କରି ସର୍ବସମ୍ମିତ ନିଷ୍ପତିି ନିଆଯାଇଛି । ସଭାପତି ରମେଶ ରାଉତଙ୍କ ନେତୃତ୍ୱରେ ରାଜ୍ୟବ୍ୟାପୀ ପଦଯାତ୍ରା ଅନୁଷ୍ଠିତ ହେବ ଏବଂ ବିଧାନ ପରିଷଦ ଗଠନକୁ ତୀବ୍ର ବିରୋଧ କରାଯିବ । ବିଧାନ ପରିଷଦ ଗଠନ ହେଲେ ବିଜୁ ଜନତା ଦଳ ସରକାର ଏବଂ ବିଜୁ ଜନତା ଦଳ ଓଡ଼ିଶାରୁ ନିଶ୍ଚିହ୍ନ ହୋଇଯିବ ବୋଲି ସଭାପତି ରମେଶ ରାଉତ କହିଛନ୍ତି । ଏହି ଆଲୋଚନରେ ସାଧାରଣ ସମ୍ପାଦକ ନରେନ୍ଦ୍ର କୁମାର ମଲ୍ଲିକ, କୋଷାଧ୍ୟକ୍ଷ ସନାତନ ଗ୍ରହାଚାର୍ୟ୍ୟ ଏବଂ ଅନ୍ୟମାନେ ଉପସ୍ଥିତ । ଓଡ଼ିଶା ସମାଚାର

About admin

Check Also

ଜନଶକ୍ତି ପାର୍ଟି ପକ୍ଷରୁ ଓଡ଼ିଆ ବଂଚାଅ ଅଭିଯାନ 

ଗରଦପୁର, ୦୯/୦୮/୨୦୨୨(ଓଡ଼ିଶା ସମାଚାର)- ପାଟକୁରା ଥାନା ନିକଟସ୍ଥ କହ୍ନେଇଲାଲ ଜୀଉ ପ୍ରାଙ୍ଗଣରେ ଆଜି ଅପରାହ୍ନରେ ଜନ ଶକ୍ତି ପାର୍ଟି ପକ୍ଷରୁ …

Leave a Reply

Your email address will not be published.