Tuesday , August 9 2022
Breaking News
Home / ନିର୍ବାଚନ / ପ୍ରଚାର ଅଭିଯାନରେ ଝାରକଟା  ପଞ୍ଚାୟତ ସରପଞ୍ଚ ପ୍ରାର୍ଥି  ପ୍ରିୟରଞ୍ଜନ ଖଟୁଆ (ମଣ୍ଟୁ)

ପ୍ରଚାର ଅଭିଯାନରେ ଝାରକଟା  ପଞ୍ଚାୟତ ସରପଞ୍ଚ ପ୍ରାର୍ଥି  ପ୍ରିୟରଞ୍ଜନ ଖଟୁଆ (ମଣ୍ଟୁ)

କଟକ , ୧୦/୦୨/୨୦୨୨ (ଓଡ଼ିଶା ସମାଚାର)-  କଟକ ସଦର ୪୨ ମୌଜା  ଅନ୍ତର୍ଗତ  ଝାରକଟା ପଞ୍ଚାୟତ ସରପଞ୍ଚ ପ୍ରାର୍ଥି   ପ୍ରିୟରଞ୍ଜନ ଖଟୁଆ (ମଣ୍ଟୁ) ନାମାଙ୍କନ ପତ୍ର ଦାଖଲ ପରେ ଅଧୁନା ନିଜ ପଞ୍ଚାୟତରେ ପ୍ରଚାର ଅଭିଯାନ ଚଳାଇଛନ୍ତି ଯାହାଙ୍କର ଚିହ୍ନ ମାଛ ରହିଛି ।  ପ୍ରିୟରଞ୍ଜନଙ୍କ ବିଚାରଧାରା ସମସ୍ତଙ୍କର ଗ୍ରହଣୀୟ ହେବାସହ ତାଙ୍କ ପ୍ରତି ସମର୍ଥନ ବୃଦ୍ଧି ପାଉଛି ଏବଂ ସାଧାରଣ ଜନତାଙ୍କ ସେ ଆସ୍ତା ଭାଜନ ପାଲଟିଛନ୍ତି । ସୂଚନାଯୋଗ୍ୟ ମଣ୍ଟୁ ଭାଇ ଜଣେ ଶିକ୍ଷାବିତ୍, ଯୁବ ସମାଜସେବୀ, ଦକ୍ଷସଂଗଠକ,ପରିବେଶବିତ୍,ମିଷ୍ଟଭାଷୀ, ଏବଂ ଦରଦୀ ମଣିଷ ଭାବେ ସମଗ୍ର ଅଞ୍ଚଳରେ ସୁପରିଚିତ ଅଟନ୍ତି । ଓଡ଼ିଶା ସମାଚାର

About admin

Check Also

କିଏ କେଉଁଠି ପତାକା ଉତୋଳନ କରିବେ

ଭୁବନେଶ୍ୱର,୦୮/୦୮/୨୦୨୨(ଓଡ଼ିଶା ସମାଚାର)- ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ବାଧୀନତା ଦିବସ ରେ ରାଜ୍ୟସ୍ତରୀୟ ପରେଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ …

Leave a Reply

Your email address will not be published.