Tuesday , August 16 2022
Breaking News
Home / ନିର୍ବାଚନ / ଧରିଣା ପଞ୍ଚାୟତରେ ପ୍ରଚାର ମଇଦାନକୁ ଓହ୍ଲେଇଲେ ଵିଜେଡି ଜିଲ୍ଲା ପରିଷଦ ପ୍ରାର୍ଥିନୀ ସୁଭଦ୍ରା ଦାସ

ଧରିଣା ପଞ୍ଚାୟତରେ ପ୍ରଚାର ମଇଦାନକୁ ଓହ୍ଲେଇଲେ ଵିଜେଡି ଜିଲ୍ଲା ପରିଷଦ ପ୍ରାର୍ଥିନୀ ସୁଭଦ୍ରା ଦାସ

କଟକ ସଦର, ୦୭/୦୨/୨୦୨୨ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା):କଟକ ଜିଲ୍ଲା ୭ ନମ୍ଵର ଜିଲ୍ଲା ପରିଷଦ ଆସନ ଅନ୍ତର୍ଗତ ଧରିଣା ପଞ୍ଚାୟତରେ ଆଜି ସୋମବାର ଜିଲ୍ଲା ପରିଷଦ ପ୍ରାର୍ଥିନୀ ତଥା ବର୍ତ୍ତମାନର ଜିଲ୍ଲା ପରିଷଦ ସଭ୍ୟା ସୁଭଦ୍ରା ଦାସ ୧୨ ଗୋଟି ୱ।ର୍ଡର ପ୍ରତ୍ୟେକ ଗ୍ରାମର ଘରକୁ ଘର ଵୁଲି ନିଜ ସପକ୍ଷରେ ପ୍ରଚାର କରିଵା ସହିତ ଭୋଟ ଭିକ୍ଷା କରିଛନ୍ତି।ତାଙ୍କ ସହିତ କଟକ ସଦର ଵ୍ଲକ ଵିଜେଡି ସଭାପତି ପ୍ରମୋଦ ମହାପାତ୍ର, ଉପାଧ୍ୟକ୍ଷ ବିଭୂତି ଭୂଷଣ ପରିଡା,ଧରିଣା ପଞ୍ଚାୟତର ନିର୍ବାଚନ ମଙ୍ଗ ଧରିଥିବା ଭୂଵନେଶ୍ୱର ଜିଲ୍ଲା ଵିଜେଡି ସାଧାରଣ ସମ୍ପାଦକ ସରୋଜ କୁମାର ପାତ୍ର,ସଂଯୋଜକ ପ୍ରଶାନ୍ତ ପ୍ରଧାନ,ପୂର୍ଵତନ ଜିଲ୍ଲା ପରିଷଦ ସଭ୍ୟାଙ୍କ ପ୍ରତିନିଧି ରୂଲ ସାହୁ,ପଞ୍ଚାୟତ ଯୁଵ ଵିଜେଡି ସଭାପତି ଵିଶ୍ୱଜିତ୍ ଶତପଥୀ,ଵ୍ଲକ ଯୁଵ ଵିଜେଡି ସଭାପତି ଚିତ୍ତରଂଜନ ବେହେରା,ଵ୍ଲକ ଛାତ୍ର ଵିଜେଡି ସାଧାରଣ ସମ୍ପାଦକ ଅଭୟ ଵାଡୀ ଙ୍କ ସମେତ ସରପଞ୍ଚ ପ୍ରାର୍ଥି ଓ ସମିତି ସଭ୍ୟା ପ୍ରାର୍ଥିନୀ ସାମିଲ ହୋଇଥିଲେ। ଓଡ଼ିଶା ସମାଚାର

About admin

Check Also

ପୁଅ ଲୋକରଞ୍ଜନଙ୍କୁ ଲଞ୍ଚ କରାଇଲେ କି ସାଂସଦ ଭତୃହରି ମହତାଵ ?

କଟକ ସଦର,୧୧/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ‘ ପ୍ରଜାତନ୍ତ୍ର ‘ ର ୭୫ତମ ଵର୍ଷ ପୂର୍ତ୍ତି କାର୍ୟ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ …

Leave a Reply

Your email address will not be published.