Friday , August 19 2022
Breaking News
Home / ବିଶେଷ / ଅଭିନେତ୍ରୀ ଵର୍ଷାଙ୍କ ସ୍ପାଉସ୍ କାର୍ଡ ପ୍ରତ୍ୟାହାର ମାମଲା: ହାଇକୋର୍ଟରେ ଵର୍ଷାଙ୍କୁ ଆଶ୍ୱସ୍ତି

ଅଭିନେତ୍ରୀ ଵର୍ଷାଙ୍କ ସ୍ପାଉସ୍ କାର୍ଡ ପ୍ରତ୍ୟାହାର ମାମଲା: ହାଇକୋର୍ଟରେ ଵର୍ଷାଙ୍କୁ ଆଶ୍ୱସ୍ତି

କଟକ ସଦର, ୦୭/୦୨/୨୦୨୨ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା):ବିଶିଷ୍ଟ ସିନେଷ୍ଟାର ତଥା ସାଂସଦ ଅନୁଭଵ ମହାନ୍ତି ଓ ପତ୍ନୀ ବିଶିଷ୍ଟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ଵିଵାଦ ମାମଲା ଥମିଵାର ନାଁ ଧରୁନାହିଁ।ଵର୍ଷାଙ୍କ ସ୍ପାଉସ୍ କାର୍ଡ ପ୍ରତ୍ୟାହାର ସମ୍ପର୍କରେ ଅନୁଭଵଙ୍କ ପକ୍ଷରୁ ହୋଇଥିଵା ମାମଲାର ଵିଚାର କରି ହାଇକୋର୍ଟ ଆଜି ସୋମବାର ରହିତାଦେଶ ଜାରି କରିଛନ୍ତି। ରହିତାଦେଶ ସହିତ ପାର୍ଲିଆମେଣ୍ଟ ମହାସଚିବ, ଉପନିର୍ଦେଶକ ଓ ସାଂସଦ ଅନୁଭଵଙ୍କୁ ଜଵାଵ ରଖିଵାକୁ ହାଇକୋର୍ଟ ନୋଟିସ୍ ଜାରି କରିଛନ୍ତି। ମାର୍ଚ୍ଚ ୧୫ ରେ ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ୟ୍ୟ ହୋଇଥିବା ବେଳେ ସାଂସଦ ଅନୁଭଵଙ୍କୁ ଝଟକା ଓ ପତ୍ନୀ ବର୍ଷା ଙ୍କୁ ଆଶ୍ୱସ୍ତି ମିଳିଛି। ଓଡ଼ିଶା ସମାଚାର

About admin

Check Also

ଭାରତ ମାତା ସେବା ଅନୁଷ୍ଠାନ ତରଫରୁ ୩୭୫ ଫୁଟ ର ବିଶାଳ ତ୍ରିରଙ୍ଗା ଯାତ୍ରା

ଭୁବନ ୧୮/୦୮/୨୦୨୨(ଓଡ଼ିଶା ସମାଚାର)- ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଭାରତ ମାତା ସେବା ଅନୁଷ୍ଠାନ ଆନୁକୂଲ୍ୟରେ  ୩୭୫ ଫୁଟ …

Leave a Reply

Your email address will not be published.