କଟକ , ୦୬/୦୨/୨୦୨୨ (ଓଡ଼ିଶା ସମାଚାର)- କଟକ ସଦର ୪୨ ମୌଜା ଅନ୍ତର୍ଗତ ଦଧିବାମନପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ପାର୍ଥିନୀ ଇତିଶ୍ରୀ ମହାନ୍ତି ନାମାଙ୍କନ ପତ୍ର ଦାଖଲ ପରେ ଅଧୁନା ନିଜ ପଞ୍ଚାୟତରେ ପ୍ରଚାର ଅଭିଯାନ ଚଳାଇଛନ୍ତି ଯାହାଙ୍କର ଚିହ୍ନ ଖୋଲା ବହି ରହିଛି । ଇତିଶ୍ରୀଙ୍କ ବିଚାରଧାରା ସମସ୍ତର ଗ୍ରହଣୀୟ ହେବାସହ ତାଙ୍କ ପ୍ରତି ସମର୍ଥନ ବୃଦ୍ଧି ପାଉଛି ଏବଂ ସାଧାରଣ ଜନତାଙ୍କ ସେ ଆସ୍ତା ଭାଜନ ପାଲଟିଛନ୍ତି । ଓଡ଼ିଶା ସମାଚାର
