Tuesday , August 9 2022
Breaking News
Home / ନିର୍ବାଚନ / ପ୍ରଚାର ଅଭିଯାନରେ ଦଧିବାମନପୁର ପଞ୍ଚାୟତ ସରପଞ୍ଚ ପାର୍ଥିନୀ ଇତିଶ୍ରୀ ମହାନ୍ତି

ପ୍ରଚାର ଅଭିଯାନରେ ଦଧିବାମନପୁର ପଞ୍ଚାୟତ ସରପଞ୍ଚ ପାର୍ଥିନୀ ଇତିଶ୍ରୀ ମହାନ୍ତି

କଟକ , ୦୬/୦୨/୨୦୨୨ (ଓଡ଼ିଶା ସମାଚାର)- କଟକ ସଦର ୪୨ ମୌଜା ଅନ୍ତର୍ଗତ ଦଧିବାମନପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ପାର୍ଥିନୀ ଇତିଶ୍ରୀ ମହାନ୍ତି ନାମାଙ୍କନ ପତ୍ର ଦାଖଲ ପରେ ଅଧୁନା ନିଜ ପଞ୍ଚାୟତରେ ପ୍ରଚାର ଅଭିଯାନ ଚଳାଇଛନ୍ତି ଯାହାଙ୍କର ଚିହ୍ନ ଖୋଲା ବହି ରହିଛି । ଇତିଶ୍ରୀଙ୍କ ବିଚାରଧାରା ସମସ୍ତର ଗ୍ରହଣୀୟ ହେବାସହ ତାଙ୍କ ପ୍ରତି ସମର୍ଥନ ବୃଦ୍ଧି ପାଉଛି ଏବଂ ସାଧାରଣ ଜନତାଙ୍କ ସେ ଆସ୍ତା ଭାଜନ ପାଲଟିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅବ୍ୟବସ୍ଥା ମଧ୍ୟରେ କିଶନନଗର ତହସିଲରେ ଜନଶୁଣାଣୀ

କଟକ ସଦର, ୦୮/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ତହସିଲରେ ଆଜି (ସୋମବାର ) ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ଥିବା …

Leave a Reply

Your email address will not be published.