Tuesday , August 9 2022
Breaking News
Home / ବିଶେଷ / ସମାଜସେବୀ ସ୍ୱୋର୍ଗତ ନିର୍ମଳ ଚନ୍ଦ୍ର ଙ୍କୁ ଶ୍ରଦ୍ଧାଞ୍ଜଳି

ସମାଜସେବୀ ସ୍ୱୋର୍ଗତ ନିର୍ମଳ ଚନ୍ଦ୍ର ଙ୍କୁ ଶ୍ରଦ୍ଧାଞ୍ଜଳି

କଟକ, ୦୫/୦୨/୨୦୨୨ (ଓଡ଼ିଶା ସମାଚାର)- କଟକ ସଦର ବ୍ଲକ ଅନ୍ତର୍ଗତ ୪୨ ମୌଜାର ତଇଲିପଡା ଗ୍ରାମର ସମାଜସେବୀ ସ୍ୱର୍ଗତ ନିର୍ମଳ ଚନ୍ଦ୍ର ଦାସଙ୍କ ଦ୍ବାଦଶ କାର୍ଯ୍ୟକର୍ମରେ ତାଙ୍କ ବାସଭବନରେ ଶୋକସଭା ଅନୁଷ୍ଠିତ ହୋଇଛି । ଏହି ଶୋକ ସଭାରେ ସ୍ଥାନୀୟ ବୁଦ୍ଧିଜୀବୀ, ମୁରବି ମାନେ ଉପସ୍ଥିତ ରହିଥିବା ବେଳେ ପରିବାର ପକ୍ଷରୁ ଧର୍ମପତ୍ନୀ ଲଳିତା ଦାସ,ପୁତ୍ର ପ୍ରିୟବ୍ରତ ଦାସ,ସତ୍ୟବ୍ରତ ଦାସ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

କିଏ କେଉଁଠି ପତାକା ଉତୋଳନ କରିବେ

ଭୁବନେଶ୍ୱର,୦୮/୦୮/୨୦୨୨(ଓଡ଼ିଶା ସମାଚାର)- ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ବାଧୀନତା ଦିବସ ରେ ରାଜ୍ୟସ୍ତରୀୟ ପରେଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ …

Leave a Reply

Your email address will not be published.