Saturday , August 13 2022
Breaking News
Home / ରାଜନୀତି / ବିଜେଡ଼ି ରୁ ନିଲମ୍ବିତ ହେଲେ ରଞ୍ଜିତା କରଣ ଓ ତାଙ୍କ ସ୍ୱାମୀ ନିମାନ କରଣ

ବିଜେଡ଼ି ରୁ ନିଲମ୍ବିତ ହେଲେ ରଞ୍ଜିତା କରଣ ଓ ତାଙ୍କ ସ୍ୱାମୀ ନିମାନ କରଣ

କଟକ,୦୫/୦୨/୨୦୨୨ (ଓଡ଼ିଶା ସମାଚାର)- ବିଜେଡିରୁ ନିଲମ୍ବିତ ହେଲେ ପୂର୍ବତନ କର୍ପୋରେଟର ତଥା କାର୍ୟ୍ୟକାରୀ ସଭାନେତ୍ରୀ ମହିଳା ବିଜେଡି ର ରଞ୍ଜିତା କରଣ ଓ ତାଙ୍କ ସ୍ୱାମୀ ନିମାନ କରଣ(ରାଜା) ।ବିଜୁ ଜନତା ଦଳ କଟକ ଜିଲା ସଭାପତି ଦେବାଶିଷ ସାମନ୍ତରାୟ ଏହି ଦୁଇ ଜଣ ଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବିତ କରିଛନ୍ତି ।
ସୂଚନା ଯୋଗ୍ୟ କି କଟକ ମହାନଗର ନିଗମ ଅନ୍ତର୍ଗତ ୫୩ ନମ୍ଵର ୱ।ର୍ଡ ଅନ୍ଦରପୁର ଠାରେ ଵାସହରା ମାନଙ୍କୁ ଘର ଯୋଗାଇ ଦେଵାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ମିତ ସରକାରୀ ଘରକୁ ଜାଲିଆତି କରି ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି କରାଯାଇଥିବା ଅଭିଯୋଗରେ ପୂର୍ଵତନ କର୍ପୋରେଟର ତଥା ନଗର ମହିଳା ଵିଜେଡି କାର୍ୟ୍ୟକାରୀ ସଭାପତି ରଂଜିତା କରଣଙ୍କ ସ୍ୱାମୀ ବିଜେଡି ନେତା ରାଜା ଓରଫ ନିଶିଥ୍ କରଣଙ୍କୁ ଗତ କାଲି କମିଶନରେଟ ମଧୁପାଟଣା ପୋଲିସ୍ ଗିରଫ କରିଥିବା ବେଳେ ଆଜି ଶନିବାର ତାଙ୍କ ଵାସଭଵନ ଉପରେ ଚଢ଼ାଉ କରି ୧୪ ଲକ୍ଷ ୯୦ ହଜାର ଟଙ୍କା ଜଵତ କରିଛି। ଓଡ଼ିଶା ସମାଚାର

About admin

Check Also

ଜନଶକ୍ତି ପାର୍ଟି ପକ୍ଷରୁ ଓଡ଼ିଆ ବଂଚାଅ ଅଭିଯାନ 

ଗରଦପୁର, ୦୯/୦୮/୨୦୨୨(ଓଡ଼ିଶା ସମାଚାର)- ପାଟକୁରା ଥାନା ନିକଟସ୍ଥ କହ୍ନେଇଲାଲ ଜୀଉ ପ୍ରାଙ୍ଗଣରେ ଆଜି ଅପରାହ୍ନରେ ଜନ ଶକ୍ତି ପାର୍ଟି ପକ୍ଷରୁ …

Leave a Reply

Your email address will not be published.