Friday , August 19 2022
Breaking News
Home / ବିଶେଷ /    ଥାନା ପରିସରରେ ବୃକ୍ଷରୋପଣ  

   ଥାନା ପରିସରରେ ବୃକ୍ଷରୋପଣ  

ଗରଦପୁର, ୦୪/୦୨/୨୦୨୨ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ ଅନ୍ତର୍ଗତ ପାଖଡ ଗ୍ରାମର ଦିବ୍ୟଶକ୍ତି ଟ୍ରଷ୍ଟ ପକ୍ଷରୁ ପାଟକୁରା ଥାନା ପରିସରରେ ଆଜି ୫ଗୋଟି ଔଷଧିୟ ବୃକ୍ଷରୋପଣ କରାଯାଇଛି । ଟ୍ରଷ୍ଟ ପକ୍ଷରୁ ପିପ୍ଳ,ଅଁଳା,କାଜୁ,ପଣସ,ଅର୍ଜ୍ଜୁନ ଆଦି ୫ଗୋଟି ବୃକ୍ଷ ରୋପଣ କରାଯାଇଛି । ପାଟକୁରା ଥାନା ଅଧିକାରୀ ସରୋଜ କୁମାର ସାହୁ,ଦିବ୍ୟଶକ୍ତି  ଟ୍ରଷ୍ଟର ଅଧ୍ୟକ୍ଷ ପ୍ରକୃତିବନ୍ଧୁ ଦ୍ୱାରିକାନାଥ ସେନାପତି,ଯୋଗଗୁରୁ ଦେବ କୁମାର ପାଣି, ସମାଜସେବୀ ଶିଶିର କୁମାର ପରିଡାଙ୍କ ସମେତ ପାଟକୁରା ଥାନାର ପୁଲିସ କର୍ମଚାରୀମାନେ ଉପସ୍ଥିତ ରହି ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ।  ଓଡ଼ିଶା ସମାଚାର

About admin

Check Also

ଭାରତ ମାତା ସେବା ଅନୁଷ୍ଠାନ ତରଫରୁ ୩୭୫ ଫୁଟ ର ବିଶାଳ ତ୍ରିରଙ୍ଗା ଯାତ୍ରା

ଭୁବନ ୧୮/୦୮/୨୦୨୨(ଓଡ଼ିଶା ସମାଚାର)- ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଭାରତ ମାତା ସେବା ଅନୁଷ୍ଠାନ ଆନୁକୂଲ୍ୟରେ  ୩୭୫ ଫୁଟ …

Leave a Reply

Your email address will not be published.