Tuesday , August 9 2022
Breaking News
Home / ନିର୍ବାଚନ / ପ୍ରଚାର ଅଭିଯାନରେ କଳପଡା ପଞ୍ଚାୟତ ସମିତି ସଭ୍ୟ ପାର୍ଥିନୀ କାଦମ୍ବିନୀ ଭୋଇ

ପ୍ରଚାର ଅଭିଯାନରେ କଳପଡା ପଞ୍ଚାୟତ ସମିତି ସଭ୍ୟ ପାର୍ଥିନୀ କାଦମ୍ବିନୀ ଭୋଇ

କଟକ, ୦୩/୦୨/୨୦୨୨ (ଓଡ଼ିଶା ସମାଚାର)- କଟକ ସଦର ୪୨ ମୌଜା ଅନ୍ତର୍ଗତ କଳପଡା ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ପାର୍ଥିନୀ କାଦମ୍ବିନୀ ଭୋଇ ସ୍ଵାଧୀନ ଭାବେ ନାମାଙ୍କନ ପତ୍ର ଦାଖଲ ପରେ ଅଧୁନା ନିଜ ପଞ୍ଚାୟତ ରେ ପ୍ରଚାର ଅଭିଯାନ ଚଳାଇଛନ୍ତି । କାଦମ୍ବିନୀଙ୍କ ବିଚାରଧାରା ସାଧାରଣରେ ଗ୍ରହଣୀୟ ହେବାସହ ତାଙ୍କ ପ୍ରତି ସମର୍ଥନ ବୃଦ୍ଧି ପାଉଛି ଏବଂ ସାଧାରଣ ଜନତାଙ୍କ ସେ ଆସ୍ତା ଭାଜନ ପାଲଟିଛନ୍ତି । ଓଡ଼ିଶା ସମାଚାର

 

About admin

Check Also

ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅବ୍ୟବସ୍ଥା ମଧ୍ୟରେ କିଶନନଗର ତହସିଲରେ ଜନଶୁଣାଣୀ

କଟକ ସଦର, ୦୮/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ତହସିଲରେ ଆଜି (ସୋମବାର ) ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ଥିବା …

Leave a Reply

Your email address will not be published.