Saturday , August 13 2022
Breaking News
Home / ରାଜନୀତି / ବିଜେପି ପ୍ରାଥମିକ ସଦସ୍ୟ ରୁ ନିଲମ୍ବିତ ହେଲେ ସବିତା

ବିଜେପି ପ୍ରାଥମିକ ସଦସ୍ୟ ରୁ ନିଲମ୍ବିତ ହେଲେ ସବିତା

କିଶନନଗର, ୦୨/୦୨/୨୦୨୨(ଓଡିଶା ସମାଚାର /ଅଭୟ ଜେନା )- ବିଜେପି ନେତ୍ରୀ ସବିତା ରାଣୀ ଦାସ ଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ସେ କଟକ ଜିଲ୍ଲା ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ତଥା ଜିଲ୍ଲା କାର୍ୟ୍ୟକାରୀଣୀ ସଦସ୍ୟ ଥିଲେ । ସେ ଦଳୀୟ ଶୃଙ୍ଖଳା ଭାଙ୍ଗି ସଦର ବ୍ଲକ ୬ନମ୍ବର ଜୋନ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଛନ୍ତି । ତାଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କରିଛନ୍ତି ଜିଲ୍ଲା ସଭାପତି ପ୍ରକାଶ ଚନ୍ଦ୍ର ବେହେରା । ଓଡିଶା ସମାଚାର

 

About admin

Check Also

ଜନଶକ୍ତି ପାର୍ଟି ପକ୍ଷରୁ ଓଡ଼ିଆ ବଂଚାଅ ଅଭିଯାନ 

ଗରଦପୁର, ୦୯/୦୮/୨୦୨୨(ଓଡ଼ିଶା ସମାଚାର)- ପାଟକୁରା ଥାନା ନିକଟସ୍ଥ କହ୍ନେଇଲାଲ ଜୀଉ ପ୍ରାଙ୍ଗଣରେ ଆଜି ଅପରାହ୍ନରେ ଜନ ଶକ୍ତି ପାର୍ଟି ପକ୍ଷରୁ …

Leave a Reply

Your email address will not be published.