Tuesday , August 9 2022
Breaking News
Home / ନିର୍ବାଚନ / ଛପଡ଼ା ପଂଚାୟତରେ କାଦମ୍ବିନୀ ଙ୍କ ପ୍ରଚାର ଯୋରଦାର 

ଛପଡ଼ା ପଂଚାୟତରେ କାଦମ୍ବିନୀ ଙ୍କ ପ୍ରଚାର ଯୋରଦାର 

ରଘୁନାଥପୁର, ୦୧/୦୨/୨୦୨୨ (ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଛପଡ଼ା ପଂଚାୟତରେ ସମିତି ସଭ୍ୟା କାଦମ୍ବିନୀ ସ୍ୱାଇଁ ଆସନ୍ତା ନିର୍ବାଚନରେ ସରପଂଚ ପ୍ରାର୍ଥି ଭାବେ ତାଙ୍କ ପ୍ରଚାର ଯୋରଦାର କରିଛନ୍ତି । ସେ ପଂଚାୟତର ବିଭିନ୍ନ ଗ୍ରାମରେ ଘରକୁ ଘର ବୁଲି ପ୍ରତ୍ୟେକ ଭୋଟର ମାନଙ୍କୁ ନିକଟତର ହୋଇ ଭୋଟ ଭିକ୍ଷା କରିବା ସହିତ ଚଳିତ ନିର୍ବାଚନରେ ବିଜୟୀ ହୋଇ ଲୋକମାନଙ୍କ ନିକଟରେ ନିସ୍ୱାର୍ଥପର ସେବା ଯୋଗାଇଦେବା ପାଇଁ ଆଶା ପ୍ରକଟ କରିଛନ୍ତି । ସୂଚନା ଯୋଗ୍ୟ କି ୨୧ ୱାର୍ଡ଼ ବିଶିଷ୍ଟ ଏହି ପଂଚାୟତରେ ୫ ହଜାର ରୁ ଉଦ୍ଧ୍ୱର୍ ଭୋଟର ଚଳିତ ନିର୍ବାଚନରେ ନିଜ ପ୍ରତିନିଧି ଚୟନ କରିବେ ।  ଏହି ପ୍ରଚାର ଅଭିଯାନରେ ମିନତୀ ସ୍ୱାଇଁ, ରବି ମଲ୍ଲ, ସବିତା ସ୍ୱାଇଁ, ବାସନ୍ତୀ ମହାନ୍ତି , ଝୁନାବାଳା ଦାସ ପ୍ରମୁଖ ସାମିଲ ଥିଲେ । ଓଡ଼ିଶା ସମାଚାର

About admin

Check Also

କିଏ କେଉଁଠି ପତାକା ଉତୋଳନ କରିବେ

ଭୁବନେଶ୍ୱର,୦୮/୦୮/୨୦୨୨(ଓଡ଼ିଶା ସମାଚାର)- ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ବାଧୀନତା ଦିବସ ରେ ରାଜ୍ୟସ୍ତରୀୟ ପରେଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ …

Leave a Reply

Your email address will not be published.