Thursday , March 30 2023
Breaking News
Home / ତାଜା ଖବର / ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ଦୁର୍ଘଟଣା : ଜଣେ ମୃତ, ଜଣେ ଗୁରୁତର ଆହତ

ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ଦୁର୍ଘଟଣା : ଜଣେ ମୃତ, ଜଣେ ଗୁରୁତର ଆହତ

ରାଉରକେଲା୩୦/୧/୨୦୨୨ (ଓଡ଼ିଶା ସମାଚାର)- ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ଦୁର୍ଘଟଣା । ସିପିପି ୱାନରେ ପ୍ଲେଟ୍ ଖସି ଜଣେ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବୋଳେ ଅନ୍ୟଜଣେ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ମୃତ ଓ ଆହତ ଦୁଇଜଣ କର୍ମଚାରୀ ଷ୍ଟିଲ୍ ପ୍ଲାଣ୍ଟର ଠିକା କର୍ମଚାରୀ । ଗୁରୁତର ଆହତ କର୍ମଚାରୀଙ୍କୁ ଆଇଜିଏଚ ରେ ଭର୍ତ୍ତି କରାଯାଇଛି । ପୁଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଚଳାଇଛି । ଏନେଇ ଷ୍ଟିଲ ପ୍ଲାଣ୍ଟର କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ଓଡ଼ିଶା ସମାଚାର

Leave a Reply

Your email address will not be published.