ସାଲେପୁର ,୨୯/୦୧/୨୦୨୨(ଓଡିଶା ସମାଚାର/ ଅଭୟ ଜେନା )- କଟକ – ଚାନ୍ଦବାଲି ରାସ୍ତାର ସାଲେପୁର ନାଳିଆ ମୁହଁ ପେଟ୍ରୋଲ ପମ୍ପ ନିକଟରେ ଦୁଇ ବାଇକ ଓଡ଼ି -୦୫ ଡ଼ି ୪୮୧୦ ହିରୋସ୍ପେଣ୍ଡର ପ୍ରୋ ସହିତ ଓଡ଼ି -୦୫-୭୩୪୧ହୋଣ୍ଡାସାଇନ ମୁହାଁ ମୁହିଁ ଧକା ହେବାରୁ ଘଟଣା ସ୍ଥଳରେ ସାରଦା ଅଲିପୁର ର ସୁଧୀର କୁମାର ଖଟେଇ ଗୁରୁତର ଭାବେ ଆହତ ହେବାରୁ କଟକ ବଡ଼ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି । ଅନ୍ୟ ଜଣ ଙ୍କ ପରିଚୟ ମିଳିପାରିନାହିଁ । ତାଙ୍କୁ ମଧ୍ୟ ମେଡିକାଲ ରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି । ଓଡ଼ିଶା ସମାଚାର
