Wednesday , May 18 2022
Breaking News
Home / ନିର୍ବାଚନ / ବିଜେଡି ଜିଲ୍ଲା ପରିଷଦ ଜୋନ ୨ପ୍ରାର୍ଥୀଙ୍କ ଘର ଘର ବୁଲି ଭୋଟ ଭିକ୍ଷା

ବିଜେଡି ଜିଲ୍ଲା ପରିଷଦ ଜୋନ ୨ପ୍ରାର୍ଥୀଙ୍କ ଘର ଘର ବୁଲି ଭୋଟ ଭିକ୍ଷା

ରଘୁନାଥପୁର,୨୮/୧/୨୦୨୨ (ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ ଜୋନ ୨ ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥୀ ଇତିଶ୍ରୀ ମଲ୍ଲିକ ସାଦେଇପୁର ପଂଚାୟତରେ ଘର ଘର ବୁଲି ଭୋଟରମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଶିଶୁ ଜନ୍ମରୁ ମୃତୁ୍ୟ ପର୍ଯନ୍ତ ବିଭଭିନ୍ନ ଜନକଲ୍ୟାଣ ଯୋଜନା ଓ ବିଜୁ ସ୍ୱାସ୍ଥ୍ୟ ଓ ସ୍ମାର୍ଟକାର୍ଡ ସମ୍ପର୍କରେ ଅବଗତ କରାଇବା ସହିତ ଲୋକମାନଙ୍କୁ ବିଜେଡିରେ ଭୋଟ ଦେବା ପାଇଁ ନିବେଦନ କରିଥିଲେ । ତାଙ୍କ ସହିତ ଆଇନଜୀବି ପ୍ରତାପ ମହାପାତ୍ର, ସୂର୍ଯ୍ୟକାନ୍ତ ଜେନା, ସୂର୍ଯ୍ୟକାନ୍ତ ସ୍ୱାଇଁ, ମିତ୍ରାଞ୍ଜଳୀ ବେହେରା, ପ୍ରିୟବତ୍ର ମଲ୍ଲିକ, ଜୟନ୍ତ ବାରିକ, ଲିଟୁ ମଲ୍ଲିକ ପମୁଖ ଯାଇ ଭୋଟ ପ୍ରଚାର କରିଥିଲେ । ଓଡ଼ିଶା ସମାଚାର

About admin

Check Also

ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ବିଜେପି ର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ

ଭୁବନେଶ୍ୱର , ୧୫/୦୫/୨୦୨୨( ଓଡ଼ିଶା ସମାଚାର )- ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ବିଜେପି ୪୦ ଜଣିଆ ଷ୍ଟାର ପ୍ରଚାରକ …

Leave a Reply

Your email address will not be published. Required fields are marked *