Wednesday , May 18 2022
Breaking News
Home / ଶିକ୍ଷା / ପରୀକ୍ଷା ବାତିଲ ଦାବିରେଯୁକ୍ତ ଦୁଇ ଛାତ୍ର ଛାତ୍ରୀ ଙ୍କ ବିକ୍ଷୋଭ

ପରୀକ୍ଷା ବାତିଲ ଦାବିରେଯୁକ୍ତ ଦୁଇ ଛାତ୍ର ଛାତ୍ରୀ ଙ୍କ ବିକ୍ଷୋଭ

 ସାଲେପୁର,୨୮/୦୧/୨୦୨୨(ଓଡିଶା ସମାଚାର /ଅଭୟ ଜେନା )ଯୁକ୍ତ ଦୁଇ ପରୀକ୍ଷା ବାତିଲ ଦାବିରେ ସାଲେପୁର ସ୍ବୟଂଶାସିତ ମହା ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସାଲେପୁର ବସ ଷ୍ଟାଣ୍ଡ ନିକଟରେ କଟକ-ଚାନ୍ଦବାଲି ମୁଖ୍ୟ ରାସ୍ତା ଅବରୋଧ କରିଥିଲେ । କୋଭିଡ ପାଇଁ ଅନ୍ୟମାନଙ୍କ ଭଳି ଯୁକ୍ତ ଦୁଇ ପରୀକ୍ଷା ମଧ୍ୟ ବାତିଲ କରିବା ପାଇଁ ସେମାନେ ସରକାରଙ୍କ ପାଖରେ ଦାବି ରଖିଛନ୍ତି। ଦାବି ପୂରଣ ନହେଲେ ସେମାନେ ଏହି ଆନ୍ଦୋଳନକୁ ରାଜ୍ୟସ୍ତରକୁ ନେଇ ରାଜଧାନୀରେ ଆନ୍ଦୋଳନ କରିବେ ବୋଲି କହିଛନ୍ତି। ଏନେଇ ସେମାନେ ବହୁ ସମୟ ଧରି ରାସ୍ତା ଅବରୋଧ କରିବା ସହ ବିଭାଗୀୟ ମନ୍ତ୍ରୀଙ୍କ ବିରୁଦ୍ଧରେ ସ୍ଲୋଗାନ ଦେଇଥିଲେ।ଓଡ଼ିଶା ସମାଚାର

About admin

Check Also

ବ୍ଲକ୍ ସ୍ତରୀୟ ଶିକ୍ଷଣ ସାମଗ୍ରୀ କର୍ମଶାଳା

ଗରଦପୁର,୧୧/୦୫/୨୦୨୨( ଓଡ଼ିଶା ସମାଚାର )- ଗରଦପୁର ବ୍ଲକ୍ ରାମଚନ୍ଦ୍ରପୁର ପଂଚାୟତ କଉଡ଼ିଆବରାଇସ୍ଥିତ ଚାଚାଜୀ ନୋଡ଼ାଲ ପ୍ରାଥମିକ ବିଦ୍ୟାଳୟରେ ବ୍ଲକ୍ ସ୍ତରୀୟ …

Leave a Reply

Your email address will not be published. Required fields are marked *