Wednesday , May 18 2022
Breaking News
Home / ନିର୍ବାଚନ / ବେଣ୍ଟକାର ପଞ୍ଚାୟତ ସମିତି ନିର୍ବାଚନ : ମୈଦନରେ ସମାଜସେବୀ ବିନୋଦ ବେହେରା

ବେଣ୍ଟକାର ପଞ୍ଚାୟତ ସମିତି ନିର୍ବାଚନ : ମୈଦନରେ ସମାଜସେବୀ ବିନୋଦ ବେହେରା

କଟକ , ୨୭/୧/୨୦୨୨ (ଓଡ଼ିଶା ସମାଚାର )-ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପାର୍ଥୀ ମାନଙ୍କର ନାମାଙ୍କନ ପତ୍ର ଦାଖଲ ହେଉଥିବା ବେଳେ କଟକ ସଦର ବ୍ଲକ ଅନ୍ତର୍ଗତ ୪୨ ମୌଜା ବେଣ୍ଟକାର ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ପାର୍ଥୀ ଭାବେ  ସମାଜସେବୀ ତଥା ବିଶିଷ୍ଟ ରାଜନୀତିଜ୍ଞ ବିନୋଦ ବେହେରା ତାଙ୍କ ସମର୍ଥକ, ଗୁରୁଜନ, ଶୁଭେଛୁ ମାନଙ୍କ ଉପସ୍ଥିତିରେ ପାର୍ଥୀପତ୍ର ଦାଖଲ କହିଛନ୍ତି। ଜନସାଧାରଣଙ୍କ ଶ୍ରୀଯୁକ୍ତ ବେହେରାଙ୍କ ପ୍ରତି ଆସ୍ଥା,ସ୍ନେହ, ଶ୍ରଦ୍ଧା ଓ ଲୋକପ୍ରିୟତାକୁ ପାଥେୟ କରି ସେ ନିର୍ବାଚନ ରଣାଙ୍ଗଣରେ ଅବତୀର୍ଣ୍ଣ ହୋଇଛନ୍ତି ଏବଂ ଅଞ୍ଚଳର ବିକାଶ,ଜନତାଙ୍କ ସେବାରେ ନିଜକୁ ନିୟୋଜିତ କରିବାକୁ ଦୃଢ଼ ସଂକଳ୍ପ ରଖିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଭାଗବତ ଟୁଙ୍ଗି ରେ ଭଗବତ ଆଲୋଚନା ଓ ଭଜନ ସନ୍ଧ୍ୟା

 ନିଶ୍ଚିନ୍ତକୋଇଲି, ୧୮/୦୫/୨୦୨୨(ଓଡିଶା ସମାଚାର/ ଅଭୟ ଜେନା)- ନିଶ୍ଚିନ୍ତକୋଇଲି ବ୍ଲକ କଳମିଶ୍ରି ପଞ୍ଚାୟତ ଦାମୋଦରପୁର ଠାରେ ସ୍ଥାପିତ ଭାଗବତ ଟୁଙ୍ଗି ପରିସରରେ …

Leave a Reply

Your email address will not be published. Required fields are marked *