Wednesday , May 18 2022
Breaking News
Home / ତାଜା ଖବର / ପୁରୀ ରେ ଫୁଟିଲା ବୋମା

ପୁରୀ ରେ ଫୁଟିଲା ବୋମା

ପୁରୀ ,୨୭/୧/୨୦୨୨ (ଓଡ଼ିଶା ସମାଚାର)- ପୁରୀ ସଦର ଥାନା ଚାରିନଳାରେ ବୋମା ଫୁଟିଛି। ସରପଞ୍ଚ ପ୍ରାର୍ଥୀ କାର୍ତ୍ତିକ ପଣ୍ଡାଙ୍କ ବାଡିରେ ବୋମା ଫୁଟିଥିବା ନେଇ ଅଭିଯୋଗ ହୋଇଛି । କାର୍ତ୍ତିକ କାଶୀହରିପୁର ପଞ୍ଚାୟତରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଏ ନେଇ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରୁ ୨ ଟି ଅଫୁଟା ବୋମା ଜବତ କରାଯାଇଛି । ଗୋଟିଲ ବୋମା ଫୁଟିଛି । କିଏ ଏହି ବୋମାମାଡ କରିଛି ଏଥିରେ କେଉଁମାନେ ସଂପୃକ୍ତ ଅଛନ୍ତି ସେ ନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ ।ତେବେ କୌଣସି ମୃତାହତ ର ଖବର ନାହିଁ । ଓଡ଼ିଶା ସମାଚାର

About admin

Check Also

ରାସ୍ତା ଦୂର୍ଘଟଣାରେ ଜଣେ ମୃତ

କେନ୍ଦ୍ରାପଡ଼ା, ୧୫/୦୫/୨୦୨୨( ଓଡ଼ିଶା ସମାଚାର )-  ଏକ ସଡକ ଦୂର୍ଘଟଣାରେ ଜଣେ ଯୁବକଙ୍କର ମୃତୁ୍ୟ ହୋଇଯାଇଥିବା ଜଣାପଡିଛି । କଟକ- …

Leave a Reply

Your email address will not be published. Required fields are marked *