Wednesday , May 18 2022
Breaking News
Home / ନିର୍ବାଚନ / ଛପଡ଼ା ରେ ଅମିତା ଖୁଂଟିଆ ଙ୍କ ଡ଼ୋର କାମ୍ପନି ଯୋରଦାର 

ଛପଡ଼ା ରେ ଅମିତା ଖୁଂଟିଆ ଙ୍କ ଡ଼ୋର କାମ୍ପନି ଯୋରଦାର 

ରଘୁନାଥପୁର, ୨୭/୧/୨୦୨୨ (ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଚପଡ଼ା ପଂଚାୟତରେ ସରପଂଚ ପ୍ରାର୍ଥିନୀ ଅମିତା ଖୁଂଟିଆ ନିଜର ଡ଼ୋର କାମ୍ପନିଂ କୁ ଯୋରଦାର କରିଛନ୍ତି । ଆଜି ସେ ପଂଚାୟତର ୧୭ ନମ୍ବର ୱାର୍ଡ଼ ମିଶ୍ର ସାହିରେ ଘରକୁ ଘର ବୁଲି ଭୋଟ ମାଗୁଥିବା ଦେଖିବାକୁ ମିଳିଥିଲା । ପଂଚାୟତକୁ ଦୁର୍ନିତୀଗ୍ରସ୍ତ ନେତାଙ୍କ ଠାରୁ ମୁକୁଳାଇ ପଂଚାୟତବାସୀଙ୍କୁ ନିଷ୍ଠାପର ସେବା ଯୋଗାଇଦେବା ତାଙ୍କର ଉଦେଶ୍ୟ ବୋଲି ସେ ପ୍ରକାଶ କରିଥିବାବେଳେ ଜଣେ ସୁ ଗୃହିଣୀ ରୁ ସରପଂଚ ଭାବେ ନିର୍ବାଚିତ ହୋଇ ଲୋକ ମାନଙ୍କ ନିକଟରେ ସରକାରଙ୍କର ସମସ୍ତ ଯୋଜନା ଠିକ୍ ଭାବେ ପହଂଚାଇବା ତାଙ୍କର ଲକ୍ଷ ବୋଲି ସେ ପ୍ରକାଶ କରିଛନ୍ତି । ତାଙ୍କର ଏହି ଡ଼ୋର କାମ୍ପନିଂ ରେ ଅକ୍ଷୟ ମିଶ୍ର, ପ୍ରବୋଧ ମିଶ୍ର, ମାନା ଖୁଂଟିଆ, ଅଶୋକ ବେହେରା ପ୍ରମୁଖ ସାମିଲ ଥିଲେ । ଓଡ଼ିଶା ସମାଚାର

About admin

Check Also

ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ବିଜେପି ର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ

ଭୁବନେଶ୍ୱର , ୧୫/୦୫/୨୦୨୨( ଓଡ଼ିଶା ସମାଚାର )- ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ବିଜେପି ୪୦ ଜଣିଆ ଷ୍ଟାର ପ୍ରଚାରକ …

Leave a Reply

Your email address will not be published. Required fields are marked *