Thursday , June 30 2022
Breaking News
Home / ନିର୍ବାଚନ / ବଡ଼ବେତ୍ରା ସମିତି ସଭ୍ୟ ପ୍ରାର୍ଥି ଯାଂଚ ରେ କଟିଲେ

ବଡ଼ବେତ୍ରା ସମିତି ସଭ୍ୟ ପ୍ରାର୍ଥି ଯାଂଚ ରେ କଟିଲେ

ଗରଦପୁର, ୨୪/୧/୨୦୨୨ (ଓଡ଼ିଶା ସମାଚାର)-  ଗରଦପୁର ବ୍ଲକ୍ ଅନ୍ତତର୍ଗତ ବଡ଼ବେତ୍ରା ପଂଚାୟତ  ର ସମିତି ସଭ୍ୟ ପଦବୀ ଅନୁସୂଚିତ ଜନ ଜାତି ମହିଳା ଙ୍କ ପାଇଁ ସଂରକ୍ଷିତ ରହିଛି । ଏହି ପଦବୀ ପାଇଁ ୨ ଜଣ ନାମାଙ୍କନ ଦାଖଲ କରିଥିଲେ । କବିତା ଦାସ ବୋଲି ଜଣେ ପ୍ରାର୍ଥି ଏହି ପଦବୀ ପାଇଁ ନାମାଙ୍କନ ଦାଖଲ କରିଥିଲେ । ତେବେ ସଠିକ୍ ଜାତିଗତ ପ୍ରମାଣ ପତ୍ର ଠିକ୍ ସେ ଦାଖଲ କରିନଥିବାରୁ ନିର୍ବାଚନ ଅଧିକାରୀ ତଥା ବିଡ଼ିଓ ରଂଜିତ ମଲିକ୍ କବିତା ଦାସଙ୍କ ନାମାଙ୍କନ ନାକଚ କରିଦେଇଥିବା ବ୍ଲକ୍ ସୂତ୍ରରୁ ପ୍ରକାଶ ।  ଓଡ଼ିଶା ସମାଚାର

About admin

Check Also

ବଡ଼ଚଣା ବିଡ଼ିଓଙ୍କ ଚିଠି ପରି ଗରଦପୁର ବିଡ଼ିଓ ଙ୍କ ଚିଠି କେବେ ?

ଗରଦପୁର, ୨୯/୬/୨୦୨୨(ଓଡ଼ିଶା ସମାଚାର)- ଗତ କରୋନା ମହାମାରୀ ସମୟରେ ଗରଦପୁର ବ୍ଲକ୍ ର ପ୍ରତି ପଂଚାୟତ ସ୍ତରରେ ଅସ୍ଥାୟୀ ସ୍ୱାସ୍ଥ୍ୟ …

Leave a Reply

Your email address will not be published. Required fields are marked *