Thursday , June 30 2022
Breaking News
Home / ନିର୍ବାଚନ / କେନ୍ଦ୍ରାପଡା ଜିଲ୍ଲାର ୧୨୭ ୱାର୍ଡସଭ୍ୟ, ସରପଂଚ ଓ ସମିତିସଭ୍ୟଙ୍କ ପ୍ରାର୍ଥୀପତ୍ର ନାକଚ

କେନ୍ଦ୍ରାପଡା ଜିଲ୍ଲାର ୧୨୭ ୱାର୍ଡସଭ୍ୟ, ସରପଂଚ ଓ ସମିତିସଭ୍ୟଙ୍କ ପ୍ରାର୍ଥୀପତ୍ର ନାକଚ

 କେନ୍ଦ୍ରାପଡ଼ା, ୨୪/୧/୨୦୨୨ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାର ୯ଟି ବ୍ଲକର ୱାର୍ଡସଭ୍ୟ, ସରପଂଚ ଓ ସମିତିସଭ୍ୟ ପ୍ରାର୍ଥୀଙ୍କ ମୋଟ ୧୨୭ଟି ପ୍ରାର୍ଥୀପତ୍ର ଯାଂଚ ପରେ ନାକଚ ହୋଇଥିବା ସୂଚନା ମିଳିଛି । ସେଥିମଧ୍ୟରୁ ୯ଟି ବ୍ଲକରେ ୮ହଜାର ୧୨୫ଜଣ ୱାର୍ଡସଭ୍ୟଙ୍କ ପ୍ରାର୍ଥୀପତ୍ର ଭିତରୁ ୯୦ଟି ନାକଚ ହୋଇଥିବା ବେଳେ ୧୨୬୯ଟି  ସରପଂଚଙ୍କ ପ୍ରାର୍ଥୀପତ୍ର ମଧ୍ୟରୁ ୨୯ଟି ଓ ୯୬୮ଟି ସମିତିସଭ୍ୟଙ୍କ ପ୍ରାର୍ଥୀପତ୍ର ମଧ୍ୟରୁ ୮ଟି ପ୍ରାର୍ଥୀପତ୍ର ଯାଂଚ ପରେ ନାକଚ କରାଯାଇଥିବା ସୂଚନା ମିଳିଛି ।  ଓଡ଼ିଶା ସମାଚାର

About admin

Check Also

ବଡ଼ଚଣା ବିଡ଼ିଓଙ୍କ ଚିଠି ପରି ଗରଦପୁର ବିଡ଼ିଓ ଙ୍କ ଚିଠି କେବେ ?

ଗରଦପୁର, ୨୯/୬/୨୦୨୨(ଓଡ଼ିଶା ସମାଚାର)- ଗତ କରୋନା ମହାମାରୀ ସମୟରେ ଗରଦପୁର ବ୍ଲକ୍ ର ପ୍ରତି ପଂଚାୟତ ସ୍ତରରେ ଅସ୍ଥାୟୀ ସ୍ୱାସ୍ଥ୍ୟ …

Leave a Reply

Your email address will not be published. Required fields are marked *